Перейти к содержимому

ପିଲାଙ୍କ କ୍ୟାରିୟର କେମିତି ହେବ ଜାଣନ୍ତୁ! | Lo Shu Grid Numerology Career Prediction in Odia #numerology

Manas Nayak Official 5

0:00 / 0:00

ପିଲାଙ୍କ କ୍ୟାରିୟର କେମିତି ହେବ ଜାଣନ୍ତୁ! | Lo Shu Grid Numerology Career Prediction in Odia #numerology

33 679 просмотров · 2 месяца назад
Manas Nayak Official 5
474 подписчика
33 679 просмотров · 2 месяца назад
ନମସ୍କାର ବନ୍ଧୁଗଣ! ଆପଣ କଣ ଚିନ୍ତିତ କି ଆପଣଙ୍କ ପିଲା ଭବିଷ୍ୟତରେ କଣ ହେବ? ଡାକ୍ତର, ଇଞ୍ଜିନିୟର ନା ପୋଲିସ?ଏହି ଭିଡିଓରେ ଆମେ ଲୋ ସୁ ଗ୍ରୀଡ୍ (Lo Shu Grid) ମାଧ୍ୟମରେ ସଂଖ୍ୟା ଜ୍ୟୋତିଷ ବା Numerology ବ୍ୟବହାର କରି ପିଲାଙ୍କ ଜନ୍ମ ତାରିଖରୁ ସେମାନଙ୍କ କ୍ୟାରିୟର ବିଷୟରେ ଜାଣିବାର ସହଜ ଉପାୟ ଶିଖିବା। ଭିଡିଓରେ ଆପଣ ଜାଣିବାକୁ ପାଇବେ:୪, ୯, ୨ (Mental Plane): ଏହା ବୁଦ୍ଧିମତା ଏବଂ ବିଶ୍ଳେଷଣାତ୍ମକ କ୍ଷମତାକୁ ସୂଚାଏ।୩, ୫, ୭ (Emotional Plane): ଏହା ମାନସିକ ସ୍ଥିତି ଏବଂ ଆଧ୍ୟାତ୍ମିକତାକୁ ସୂଚାଏ।୮, ୧, ୬ (Practical Plane): ଏହା ବ୍ୟବସାୟ ଏବଂ ପ୍ରାୟୋଗିକ ସଫଳତାକୁ ସୂଚାଏ।କେଉଁ ସଂଖ୍ୟା ଥିଲେ ପିଲା Medical, IT Job, Engineering କିମ୍ବା Law କ୍ଷେତ୍ରରେ ସଫଳ ହେବେ। Golden Rajyog (୪, ୫, ୬) ର ମହତ୍ତ୍ୱ।ଯଦି ଭିଡିଓଟି ଭଲ ଲାଗେ, ତେବେ Like କରନ୍ତୁ ଏବଂ ଚ୍ୟାନେଲକୁ Subscribe କରିବାକୁ ଭୁଲନ୍ତୁ ନାହିଁ। #nher #numerologist #astrology #odiajataka