Sharadha Baliru Tora Na Milu Hate || New Odia Bhajan || Banaja Mishra Rabindra Mohapatra Ashok Sahoo
Kunal TV
0:00 / 0:00
Sharadha Baliru Tora Na Milu Hate || New Odia Bhajan || Banaja Mishra Rabindra Mohapatra Ashok Sahoo
2 347 просмотров · 1 год назад
Kunal TV
7,98 тыс. подписчиков
2 347 просмотров · 1 год назад
KUNAL MUSIC ODIA" Presenting Devotional Odia Bhajan " song 2024 odia ଶରଧାବାଲି ରୁ ତୋର ନ ମିଳୁହାତେ
Audio
✽ Singer - Banaja Mishra
✽ Lyrics - Dr. Rabindra Kumar Mohapatra
✽ Music - Ashok Sahoo
✽ Production - KUNAL MUSIC ODIA
ଶରଧାବାଲି ରୁ ତୋର ନ ମିଳୁହାତେ ଏହି ଗୀତଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Kunal Music Odia କୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ A Kunal Music Presentation
♪ Email us - kunalmusic2021@gmail.com
♪ WhatsApp us : 7894084892
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
Like us on Facebook
/ kunalmusicodia
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
song lyrics....
ଶରଧାବାଲି ରୁ ତୋର ନ ମିଳୁହାତେ
ଶରଧାବାଲି ରୁ ତୋର ନ ମିଳୁହାତେ
ଛପନଭୋଗରୁତିଳେ ନମିଳୁ ମୋତେ
ଏତିକିରେ କଳାକାହ୍ନା
କରିବୁନି ମୋତେ ମନା
ବାରମାସ ତେର ପର୍ବେ
ଦେଖିବି ତୋତେ।୦।
ରତ୍ନ ସିଂହାସନ ପାଶେ ନଗଲେ ନାହିଁ
ଚନ୍ଦନ ଅର୍ଗଳୀ ପାଶେ ନହେଲା ନାହିଁ
ଏତିକିରେ କଳାମୁଖ
ନ ହେବୁ ମୋତେ ବିମୁଖ
ଦେଖିବି ଗରୁଡ ପଛେ
ଶ୍ରୀମୁଖ ଛଇ।୧।
ନମିଳୁ ମୁକତି ପଥସ୍ଵରଗଦ୍ଵାର
ମୋକ୍ଷନିରିଵାଣମୋରକିଦରକାର
ଏତିକି କଳା ଠାକୁର
ପୂର୍ଣ୍ଣ କର ବାଞ୍ଛା ମୋର
ଭକ୍ତି ନେଇ ଜନମିବି
ମୁଁ ବାରମ୍ବାର।୨।
ବଦ୍ରି ତିରୁପତି ପୁଣି ଦ୍ଵାରକାଧାମେ
ଚତୁର୍ଦ୍ଧା ମୂରତିଶୋହେକିମନୋରମେ
ସେଠାରେ ମୋ ନାହିଁ ମନ
କେବଳ ଚକା ନୟନ
ଦର୍ଶନେ ମଣିବି ଧନ୍ୟ
ପୁରୁୂଷୋତ୍ତମେ।୩।
ଡଃ ରବୀନ୍ଦ୍ର କୁମାର ମହାପାତ୍ର
ପ୍ରାକ୍ତନ ଅଧ୍ୟକ୍ଷ ବିଜେବି କଲେଜ।
#odiabhajan #odianewbhajan #kunalmusicodia #kunalmusic
ANTI-PIRACY WARNING *
This content is Copyright to Kunal Music. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
#kunalmusic
#jagannathbhajan
#odiabhajan
#odiabhajansong
#kunakunalmusic