ଗୁଲାବ ଜାମୁନ କାହିଁକି ଫାଟିଯାଏ ବା ଭିତରୁ ଟାଣ ରହେ? ସବୁ ଟିପ୍ସ ସହ Gulab Jamun Recipe in Odia
RUBI KITCHEN SBP
0:00 / 0:00
ଗୁଲାବ ଜାମୁନ କାହିଁକି ଫାଟିଯାଏ ବା ଭିତରୁ ଟାଣ ରହେ? ସବୁ ଟିପ୍ସ ସହ Gulab Jamun Recipe in Odia
445 просмотров · 13 дней назад
RUBI KITCHEN SBP
293 подписчика
445 просмотров · 13 дней назад
ନମସ୍କାର ସାଙ୍ଗମାନେ! 🙏
ଆଜି ଆମେ ବନେଇବା ଏକଦମ୍ ଦୋକାନ ଭଳି ନରମ, ମୁଲାୟମ ଏବଂ ରସଭରା ଗୁଲାବ ଜାମୁନ (Gulab Jamun Recipe in Odia)। ଏହି ଭିଡିଓରେ ସବୁଠୁ ସହଜ ଉପାୟରେ ପରଫେକ୍ଟ ଗୁଲାବ ଜାମୁନ ବନେଇବାର ସମସ୍ତ ଟିପ୍ସ ଓ ଟ୍ରିକ୍ସ କୁହାଯାଇଛି, ଯାହାଦ୍ୱାରା ଆପଣଙ୍କ ଗୁଲାବ ଜାମୁନ କେବେବି ଫାଟିବ ନାହିଁ କି ଭିତରୁ ଟାଣ ରହିବ ନାହିଁ।
ଯଦି ଭିଡିଓଟି ଭଲ ଲାଗେ ତେବେ Like, Share ଏବଂ Channel କୁ Subscribe କରିବାକୁ ଭୁଲିବେନି! ❤️
🛒 ଜରୁରୀ ସାମଗ୍ରୀ (Ingredients):
ଖୁଆ / ଗୁଲାବ ଜାମୁନ ମିକ୍ସ (Mawa / Ready Mix) - ୧ କପ୍
ମଇଦା (All Purpose Flour) - ୨ ରୁ ୩ ଚାମଚ
ଚିନି (Sugar) - ୨ କପ୍
ପାଣି (Water) - ୨ କପ୍
ଗୁଜୁରାତି ଗୁଣ୍ଡ (Cardamom Powder) - ୧/୨ ଚାମଚ
କେଶର (Saffron) - କିଛି ଧାଗା (ଇଚ୍ଛା ଅନୁସାରେ)
ତେଲ / ଘିଅ (Oil/Ghee) - ଛାଣିବା ପାଇଁ