Перейти к содержимому

ମା ମହାମାୟୀଙ୍କ ପାଦ ମହିମା// Maa Mahamayi Pada Mahima//Singer - Brajamohan Ji#mahamayi#kabisuryanagar

RNS CREATIONS и ещё 2

0:00 / 0:00

ମା ମହାମାୟୀଙ୍କ ପାଦ ମହିମା// Maa Mahamayi Pada Mahima//Singer - Brajamohan Ji#mahamayi#kabisuryanagar

4 784 просмотра · 1 день назад
RNS CREATIONS и ещё 2
4 784 просмотра · 1 день назад
ଶ୍ରୀ ଶ୍ରୀ ଶ୍ରୀ ମା ମହାମାୟୀଙ୍କର ସୁନ୍ଦର ଗାହାଣୀ🙏🙏 ଯେଉଁ ଭକ୍ତମାନେ ମାଆ ମହାମାୟୀଙ୍କର ପୂଜା ବ୍ରତ କରନ୍ତି ଅବା ମାନନ୍ତି ସେମାନେ ବୋଇରାଣୀ ନଯାଇ ପାରିଲେ ମଧ୍ୟ ଘରେ ରହି ମା‌‌‍‌‌ଆଙ୍କର ଏହି ସୁନ୍ଦର ଜଣାଣକୁ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଗାଇଲେ ଏବଂ ଶୁଣିଲେ ଆତ୍ମସନ୍ତୋଷ ଲାଭ କରିବେ ।ମାଆ ବହୁତ ଦୟାମୟୀ ଭକ୍ତର ମନୋକାମନା ପୁରଣ କରନ୍ତି । ସର୍ବ ବିପଦରୁ ରକ୍ଷାକରନ୍ତି। ଶତ୍ରୁ ନାଶ କରନ୍ତି। ତାଙ୍କର ସେଇ ଚରଣ ଯୁଗଳ ରେ ମନ ସର୍ବଦା ରହିଲେ ଏବଂ ତାଙ୍କର ଆଶୀର୍ବାଦ ମିଳିଗଲେ ଜୀବନ ସାର୍ଥକ ହୋଇଯାଏ । ମା ମହାମାୟୀଙ୍କର ଏହି ଗାହାଣୀକୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଶୁଣିଲେ ଏବଂ ପ୍ରତି ଶନିବାରେ ମହାମାୟୀ ବ୍ରତ କଲେ, ମାଆଙ୍କର ଆଶୀର୍ବାଦରୁ ସବୁ ମଙ୍ଗଳ ହେଉଛି। ସମସ୍ତେ ମାଆଙ୍କର ଆଶୀର୍ବାଦ ପାଆନ୍ତୁ ଏବଂ ନିଜ ପରିବାର ସହିତ ଖୁସିରେ ରୁହନ୍ତୁ ଏହା ହିଁ ମାଆଙ୍କ ନିକଟରେ ବିନତୀ । Welcome to my YouTube channel ||🙏🙏🙏 ଜୟ ଜଗନ୍ନାଥ 🙏🙏🙏 || ଓଡିଶାର ସମସ୍ତ ସଂଗୀତ ପ୍ରେମୀ ମାନଙ୍କୁ ମୋର ନମସ୍କାର || ପ୍ରିୟ ଦର୍ଶକ ବନ୍ଧୁ ଆମେ ଆଶା କରୁଛୁ Upload ହେଉଥିବା ପ୍ରତ୍ୟେକ ଭିଡ଼ିଓ ଆପଣମାନଙ୍କୁ ମନୋରଞ୍ଜନ କରୁଥିବ || ଏଇଭଳି ନୂଆ ନୂଆ ସଂଗୀତ ଦେଖିବା ପାଇଁ ଆମ "RNS CREATIONS " Youtube Channel କୁ 🙏🙏🙏 Subcribe କରନ୍ତୁ ଏବଂ ପାର୍ଶ୍ଵରେ ଥିବା Bell Icon କୁ ଦବାଇ ଦିଅନ୍ତୁ || Don't forget to subcribe my channel 🙏🙏🙏 ଆମ ସହ ଯୋଡି ହୋଇ ରହିଥିବାରୁ ଆପଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ l. Song : ମା ମହାମାୟୀ ବ୍ରତ କଥା Audio Credits: RNS CREATIONS. ♪ Singer- Brajamohan Ji ♪ Lyrics - Ratnakar Siya Music - A.Mohan Rao ♪ Mixing & Mastrering - Preeitsh Sahu ♪ Producer - Raghunath Sutar ♪ Recorded- Preetish Studio ►Edit & Di- Raja P #mahamayighani#mahamayibhajan2026 #newodiabhajansong #odiasong #odiadevotionalsongs #odiabhajanasong #Jay_Maa_Mahamayee #Boirani_Yatra_2010 #Mahamayee_Tample #Mahamayee_Songs #maa_mahamayee_boirani_odisha #maa_mahamayee #maa_mahamayee_bhajan #maa_mahamayee_song #maa_mahamayee_stuti #maa_mahamayee_purana #maa_gomahamayee #dayamayee_mahamayee_maa_mangala #maa_mahamai_ke_mahima_apar #maa_mahamai_bhajan #maa_mahamai #maa_mahamai_ghanta_badya #maa_mahamaya_song #maa_mahamaya #maa_mahamaya_production #maa_mahamaya_devi #maa_mahamaya_devi_mandir #maa_mahamaya #maa_mahamaya_ki_aarti #maa_mahamayee_temple #maa_mahamayee_songs #mahamayee_temple