କେମିତି ହେବ ଟିମ୍ ଇଣ୍ଡିଆର ବୋଲିଂ କମ୍ବିନେସନ? | 2027 World Cup | Nandi Live
Nandi Live
0:00 / 0:00
କେମିତି ହେବ ଟିମ୍ ଇଣ୍ଡିଆର ବୋଲିଂ କମ୍ବିନେସନ? | 2027 World Cup | Nandi Live
79 просмотров · 2 часа назад
Nandi Live
22,6 тыс. подписчиков
79 просмотров · 2 часа назад
୨୦୨୭ ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତୀୟ ବୋଲିଂ ୟୁନିଟ୍ର କମ୍ବିନେସନକୁ ନେଇ ପ୍ରଶ୍ନ; ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ୩୫୨ ରନ୍ର ଟାର୍ଗେଟ୍ ଡିଫେଣ୍ଡ କରିପାରିନଥିଲା ଭାରତ।
ଯୁବ ବୋଲରଙ୍କୁ ନେଇ ଏକ୍ସପେରିମେଣ୍ଟ ମଧ୍ୟରେ ମହମ୍ମଦ ଶାମୀ ଓ ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍ ପାଇଁ ଫ୍ୟାନ୍ସଙ୍କ ଦାବି, ବିଶ୍ୱକପ୍ ପାଇଁ କେଉଁ କମ୍ବିନେସନ ହେବ ତା’ ଉପରେ ନଜର।
#TeamIndia #IndianCricket #IndiaBowling #BowlingUnit #WorldCup2027 #ODIWorldCup #MohammedShami #BhuvneshwarKumar #JaspritBumrah #CricketNews #IndiaCricket #OdishaNews #OdiaNews #NandiLive
📢 Follow us for daily updates:
🔹 Facebook: tinyurl.com/mssa4drd
🔹 Instagram: tinyurl.com/3k6r2mmm
🔹 YouTube: / @nandilive
🔹X (Twitter): tinyurl.com/58zpb4zy
🔔 Like • Share • Subscribe • Follow