Перейти к содержимому

PRAMEYA UPDATE: ୧୯୯୯ ମହାବାତ୍ୟାର ସେହି October! ଏଥର କ’ଣ ହେବ? ୨୯ରେ ବାତ୍ୟା ଆଶଙ୍କା, ଛାତିରେ ପଶିଲା ଛନକା

Prameya Digital

0:00 / 0:00

PRAMEYA UPDATE: ୧୯୯୯ ମହାବାତ୍ୟାର ସେହି October! ଏଥର କ’ଣ ହେବ? ୨୯ରେ ବାତ୍ୟା ଆଶଙ୍କା, ଛାତିରେ ପଶିଲା ଛନକା

3 380 просмотров · 4 ч назад
Prameya Digital
147 тыс. подписчиков
3 380 просмотров · 4 ч назад
ଓଡ଼ିଶା ଉପକୂଳକୁ ମାଡ଼ି ଆସିବ କି ଆଉ ଏକ ବାତ୍ୟା? 🌪️ ଅକ୍ଟୋବର ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପକୁ ନେଇ ଚର୍ଚ୍ଚା ବଢ଼ିଛି। ECMWF ଓ GFS ପରି ଅନ୍ତର୍ଜାତୀୟ ପାଣିପାଗ ମଡେଲ୍‌ରେ ୨୮ରୁ ୩୦ ଅକ୍ଟୋବର ମଧ୍ୟରେ ବାତ୍ୟା ସମ୍ଭାବନା ସମ୍ପର୍କିତ ସଙ୍କେତ ଦେଖାଯାଉଥିବା ନେଇ ଆଲୋଚନା ହେଉଛି। ତେବେ ବାତ୍ୟା ଗଠନ, ତୀବ୍ରତା, ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ଏବେଠାରୁ ନିଶ୍ଚିତ ନୁହେଁ। ଏହା ଏକ ପ୍ରାକ୍‌ ଆକଳନ, ଏବଂ ଏହାକୁ ନିଶ୍ଚିତ ବାତ୍ୟା ସତର୍କତା ଭାବେ ଗ୍ରହଣ କରନ୍ତୁ ନାହିଁ। ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ୍, ହୁଡ୍‌ହୁଡ୍ ଓ ଦାନା ପର୍ଯ୍ୟନ୍ତ ଓଡ଼ିଶାରେ ଅକ୍ଟୋବର ମାସର ବାତ୍ୟା ଇତିହାସ ଚିନ୍ତା ବଢ଼ାଏ। ତେବେ ଏଥର ବଙ୍ଗୋପସାଗରରେ କ’ଣ ହେବ? ଓଡ଼ିଶା ଉପକୂଳ ପ୍ରତି କୌଣସି ବିପଦ ରହିଛି କି? ଜାଣନ୍ତୁ Prameya Updateର ଏହି ବିଶେଷ ପାଣିପାଗ ଆଲୋଚନାରେ। #Prameya #odisha #PrameyaDigital #OdishaCyclone #OdishaWeather #CycloneAlert #OdishaNews #PrameyaDigital #OdiaNews #BayOfBengal #CycloneUpdate #WeatherUpdate #ECMWF #GFSModel #IMD #OctoberCyclone #OdishaUpdate #PrameyaUpdate Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today. 👍 Like | 🔄 Share | 💬 Comment | 🔔 Subscribe Prameya Digital For latest news updates follow us on WhatsApp: https://www.whatsapp.com/channel/0029... For latest Odisha News Follow us: Website: http://www.prameya.com   / prameyadigital     / prameyadigital      / @prameyadigital     / prameya-digital-2853663a7     / prameyadigital   https://www.whatsapp.com/channel/0029...