ବାବାଜୀଙ୍କ ଯଜ୍ଞ ଭିତରେ ମାଛ ବାଲା? 😱 କାହା ଜିଦ୍ ଜିତିବ? | shikhyabani
Shikhyabani
0:00 / 0:00
ବାବାଜୀଙ୍କ ଯଜ୍ଞ ଭିତରେ ମାଛ ବାଲା? 😱 କାହା ଜିଦ୍ ଜିତିବ? | shikhyabani
608 просмотров · 3 недели назад
Shikhyabani
1,32 тыс. подписчиков
608 просмотров · 3 недели назад
ନମସ୍କାର ବନ୍ଧୁଗଣ, ଆଜିର ଏହି ଭିଡିଓରେ ଆମେ ଏକ ବହୁତ ବଡ଼ ସସପେନ୍ସ ଏବଂ ଶିକ୍ଷଣୀୟ କାହାଣୀ ବିଷୟରେ ଜାଣିବା। ଜଣେ ବାବାଜୀ ଯେଉଁ ଜାଗାରେ ଯଜ୍ଞ କରୁଛନ୍ତି, ଠିକ୍ ସେଇ ସମାନ ଜାଗାରେ ଜଣେ ଲୋକ ମାଛ ପକାଉଛି। ବାବାଜୀ ଯଜ୍ଞ ବନ୍ଦ କରିବାକୁ କହୁଥିବା ବେଳେ, ସେହି ଲୋକଟି ମାଛ ପକାଇବା ବନ୍ଦ କରିବାକୁ ମନା କରୁଛି। ଦୁହିଁଙ୍କ ଭିତରେ ଚାଲିଥିବା ଏହି ଯୁକ୍ତିତର୍କ ପଛର ପ୍ରକୃତ କାରଣ ଏବଂ ଶିକ୍ଷା କଣ? ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ।ଯଦି ଆମର ଏହି ଓଡ଼ିଆ ମୋଟିଭେସନାଲ୍ ଭିଡିଓଟି ଆପଣଙ୍କୁ ଭଲ ଲାଗେ, ତେବେ ଚ୍ୟାନେଲ୍ କୁ Subscribe କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ!🔴 Our Channel: #shikhyabani🔴 Created By: #pratapvainaYour Queries:Odia motivational videoBabaji au machha bala Shikhyabani new videoPratap vaina motivational storyOdia suspense story 2026Odia moral stories#shikhyabani #pratapvaina #odiamotivational #odiasuspense #machhapada #babajijagya #odiahitstories