ଇଲେକ୍ସନ ପାଇଁ ଅଗ୍ନିବୀର ଙ୍କୁ ୨ ବର୍ଷ ବଢ଼େଇ ୟେ କି ପ୍ରତିଦାନ ! Agniveer Tenure extended by 2 Years row
Pratidin TV
0:00 / 0:00
ଇଲେକ୍ସନ ପାଇଁ ଅଗ୍ନିବୀର ଙ୍କୁ ୨ ବର୍ଷ ବଢ଼େଇ ୟେ କି ପ୍ରତିଦାନ ! Agniveer Tenure extended by 2 Years row
128 просмотров · 1 ч назад
Pratidin TV
1,77 млн подписчиков
128 просмотров · 1 ч назад
ସାଂସଦ ମାଗଣା ଖଟୁନ, ଇଲେକ୍ସନ ପାଇଁ ଅଗ୍ନିବୀର ଙ୍କୁ ୨ ବର୍ଷ ବଢ଼େଇ ୟେ କି ପ୍ରତିଦାନ ! କେନ୍ଦ୍ର ସରକାର ଅଗ୍ନିବୀର ଯୋଜନା (Agnipath Scheme) ରେ ଏକ ବଡ଼ ପରିବର୍ତ୍ତନ କରିବା ସହ ବାକି ୭୫ ପ୍ରତିଶତ ଅଗ୍ନିବୀରଙ୍କ ପାଇଁ ୨ ବର୍ଷର କାର୍ଯ୍ୟକାଳ ବୃଦ୍ଧି (2-Year Extension) କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହାକୁ ନେଇ ଦେଶରେ ରାଜନୀତି ସରଗରମ ହୋଇଛି। ଏହି ସଂଶୋଧନ ପ୍ରମାଣ କରୁଛି ଯେ ମୂଳ ଅଗ୍ନିବୀର ଯୋଜନାଟି ସମ୍ପୂର୍ଣ୍ଣ ଭୁଲ ଥିଲା। କଂଗ୍ରେସ ଏହି ଯୋଜନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ଅଗ୍ନିବୀରମାନଙ୍କୁ ପ୍ରଥମ ଦିନରୁ ହିଁ ସ୍ଥାୟୀ ଚାକିରି ଏବଂ ପେନସନ ପ୍ରଦାନ କରିବାକୁ ଜିଦ୍ ଧରିଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବକମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାର ଏହି ରାଜନୈତିକ ଚାଲ୍ ଖେଳିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। Agniveer Tenure extended by 2 Years
#AgniveerScheme #AgnipathExtension #AgniveerPolitics #2YearExtension #IndianArmy #ModiGovernment
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha