Перейти к содержимому

ଶବ୍ଦର ଯାଦୁଗର ଶ୍ରୀକାନ୍ତ ଗୌତମ | Odia Lyricist Srikanta Goutam | OdishaLIVE Exclusive Interview

OdishaLIVE

0:00 / 0:00

ଶବ୍ଦର ଯାଦୁଗର ଶ୍ରୀକାନ୍ତ ଗୌତମ | Odia Lyricist Srikanta Goutam | OdishaLIVE Exclusive Interview

142 115 просмотров · 3 года назад
OdishaLIVE
1,21 млн подписчиков
142 115 просмотров · 3 года назад
#odiasong #lyricist #interview ଓଡ଼ିଆ ସିନେମା ଓ ସଙ୍ଗୀତ ଜଗତର ଅତି ପରିଚିତ ଚେହେରା ଶ୍ରୀକାନ୍ତ ଗୌତମ। ଏକାଧାରରେ ଜଣେ ଗୀତିକାର, ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ। ଅଭିନୟ ହେଉ କି ଗୀତ ସବୁଠି ତାଙ୍କର ନିଆରା ଅନ୍ଦାଜକୁ ଦର୍ଶକେ ପସନ୍ଦ କରିଛନ୍ତି। ‘ମଥୁରା ବିଜୟ’, ‘ଏଇ ଆଖି ଆମ ସାକ୍ଷୀ’, ‘ପାଚେରୀ ଉଠିଲା ମଝି ଦୁଆରୁ’, ‘ପଞ୍ଚୁ ପାଣ୍ଡବ’ଆଦି ସିନେମାରେ ଶ୍ରୀକାନ୍ତଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି। ସେହିପରି ସେ‘ବାଟରେ ଚାଲୁ ଚାଲୁ’, ‘ହେ ସମୟ’ ଭଳି ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ଶ୍ରୀକାନ୍ତ ଗୌତମ ତାଙ୍କ ଅଭିନୟ, ସଙ୍ଗୀତ ଯାତ୍ରା ଏବଂ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ ଜଣା ଅଜଣା କଥା ବାଣ୍ଟିଛନ୍ତି। ଦେଖନ୍ତୁ ଭିଡିଓ। ସାକ୍ଷାତକାର: ଶୁଭଶ୍ରୀ ନାୟକ L I K E || S H A R E || S U B S C R I B E News Website: https://www.odisha.live Facebook:   / odishalive   Youtube:    / odishalive   Twitter:   / odishalive   Instagram:   / odishalive   Click the 'bell' icon and Subscribe! The Event/production is a creation of OdishaLIVE. --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) A/23, (Ground Floor) Surya Nagar, Near Hotel Venus, Governor House Road, Bhubaneswar - 751003 (Odisha). Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.