ଇନ୍ଦିରା ଏକାଦଶୀର ମହାତ୍ମ୍ୟ ଓ ପିତୃ ମୋକ୍ଷ କଥା | Indira Ekadashi Mahatmya | Sidharth Utsav
Sidharth Utsav
0:00 / 0:00
ଇନ୍ଦିରା ଏକାଦଶୀର ମହାତ୍ମ୍ୟ ଓ ପିତୃ ମୋକ୍ଷ କଥା | Indira Ekadashi Mahatmya | Sidharth Utsav
2 526 просмотров · 2 дн. назад
Sidharth Utsav
1,14 млн подписчиков
2 526 просмотров · 2 дн. назад
ଜୟ ଜଗନ୍ନାଥ 🙏
ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ପଡ଼ୁଥିବା ପବିତ୍ର "ଇନ୍ଦିରା ଏକାଦଶୀ"ର ମହତ୍ତ୍ୱ, ପୌରାଣିକ କଥାବସ୍ତୁ ଏବଂ ପୂଜା ବିଧି ବିଷୟରେ ଜାଣନ୍ତୁ। ଭଗବାନ ମଧୁସୂଦନ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମାହାତ୍ମ୍ୟ ବର୍ଣ୍ଣନା କରି କହିଥିଲେ ଯେ ଏହି ଏକାଦଶୀ ବ୍ରତ ପାଳନ ଦ୍ୱାରା ପିତୃପୁରୁଷଙ୍କୁ ନରକ କଷ୍ଟରୁ ମୁକ୍ତି ମିଳେ ଏବଂ ବୈକୁଣ୍ଠ ଧାମ ପ୍ରାପ୍ତି ହୁଏ। ସତ୍ୟଯୁଗର ରାଜା ଇନ୍ଦ୍ରସେନ ଓ ଦେବର୍ଷି ନାରଦଙ୍କ ପବିତ୍ର ଆଖ୍ୟାୟିକା ସହିତ ଏହି ବ୍ରତର ସମ୍ପୂର୍ଣ୍ଣ ମାହାତ୍ମ୍ୟ ଶ୍ରବଣ କରନ୍ତୁ।
📌 ଭିଡିଓରେ ଆଲୋଚିତ ମୁଖ୍ୟ ପ୍ରସଙ୍ଗ:
00:00 - ଜୟ ଜଗନ୍ନାଥ ଓ ଏକାଦଶୀ ବ୍ରତର ମହତ୍ତ୍ୱ
01:35 - ଇନ୍ଦିରା ଏକାଦଶୀ ପରିଚୟ ଓ ଯୁଧିଷ୍ଠିରଙ୍କ ପ୍ରଶ୍ନ
02:33 - ରାଜା ଇନ୍ଦ୍ରସେନ ଓ ଦେବର୍ଷି ନାରଦଙ୍କ ଆଗମନ
03:45 - ଯମପୁରରେ ପିତାଙ୍କ କଷ୍ଟ ଓ ନାରଦଙ୍କ ଉପଦେଶ
04:35 - ପିଣ୍ଡଦାନ, ଗୋ-ସେବା ଓ ବ୍ରତ ବିଧି
05:15 - ପିତୃପୁରୁଷଙ୍କ ବୈକୁଣ୍ଠ ପ୍ରାପ୍ତି ଓ ବ୍ରତର ମହାଫଳ
#IndiraEkadashi #EkadashiMahatmya #SidharthUtsav #LordJagannath #OdiaSpiritual #VrataKatha
To subscribe Sidharth Utsav's channel, click here 👇 / @sidharthutsavofficial
==========================
🌐 Follow Us on Social Media:
📘 Facebook: / sidharthutsavofficial
📸 Instagram: / sidharthutsav
🐦 Twitter (X): https://x.com/sidharthutsav
==========================
📡 "Sidharth Utsav" DTH Details :
Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796
===========================
Subscribe our other Television Channels :
Sidharth TV : / sidharthtv
Sidharth Gold : / @sidharthgold
Jay Jagannath TV : / @jayjagannathtvofficial