Перейти к содержимому

🌸 ଚାନ୍ଦକୁ ପୂଜା କରି ପାଳିଲୁ କୁଆଁର ପୁନେଇ 🙏 | Kumar Purnima Special Vlog॥

#Pragyan’sBeautiful World odia channel

0:00 / 0:00

🌸 ଚାନ୍ଦକୁ ପୂଜା କରି ପାଳିଲୁ କୁଆଁର ପୁନେଇ 🙏 | Kumar Purnima Special Vlog॥

566 просмотров · 7 дн. назад
#Pragyan’sBeautiful World odia channel
244 подписчика
566 просмотров · 7 дн. назад
🌕❤️ କୁଆଁର ପୁନେଇ Celebration at Home | Kumar Purnima Special Vlog 🌸✨ Hello everyone! Welcome back to Pragyan’s Beautiful World Odia Vlog ❤️ ଆଜିର vlog ରେ ଆପଣମାନଙ୍କ ସହ share କରିଛି ଆମ ଘରର ସୁନ୍ଦର କୁଆଁର ପୁନେଇ Celebration 🥰🌕 ପାରମ୍ପରିକ ରୀତିନୀତି, ଚାନ୍ଦ ପୂଜା, ସୁନ୍ଦର ସଜବାଜ ଏବଂ ପରିବାର ସହିତ ବିତାଇଥିବା କିଛି ଖାସ୍ ମୁହୂର୍ତ୍ତ ❤️🙏 ଏହି ସୁନ୍ଦର ପର୍ବର ଖୁସି, ଭଲପାଇବା ଓ ପରମ୍ପରାକୁ ଆପଣମାନଙ୍କ ସହ share କରିବାକୁ ବହୁତ ଭଲ ଲାଗୁଛି। 🪷 ଆଶା କରୁଛି ଆମର ଏହି ଛୋଟିଆ celebration vlog ଆପଣମାନଙ୍କୁ ଭଲ ଲାଗିବ। ❤️ 🙏 ଭିଡିଓଟି ଭଲ ଲାଗିଲେ: 👍 Like କରନ୍ତୁ 💬 Comment କରି ନିଜର ମତାମତ ଜଣାନ୍ତୁ 🔔 Channel କୁ Subscribe କରନ୍ତୁ ଏବଂ bell icon ଦବାଇବାକୁ ଭୁଲିବେନି। Lots of love ❤️ Pragyan’s Beautiful World Odia Vlog #KumarPurnima #କୁଆଁରପୁନେଇ #KumarPurnimaCelebration #OdiaVlog #OdiaFestival #OdiaCulture #FestivalCelebration #FamilyVlog #CelebrationAtHome #OdiaLifestyleVlog