Перейти к содержимому

କୋଟପାଡ଼ରେ ମୁଖ୍ୟମନ୍ତ୍ରୀ | 🌊ବନ୍ୟା ପୀଡ଼ିତଙ୍କ ସହ କଲେ ଆଲୋଚନା 🌧️| ୧୫ ଦିନର ଖାଦ୍ୟ ଓ ରାସନ ଯୋଗାଣ

JANTA DARBAR

0:00 / 0:00

କୋଟପାଡ଼ରେ ମୁଖ୍ୟମନ୍ତ୍ରୀ | 🌊ବନ୍ୟା ପୀଡ଼ିତଙ୍କ ସହ କଲେ ଆଲୋଚନା 🌧️| ୧୫ ଦିନର ଖାଦ୍ୟ ଓ ରାସନ ଯୋଗାଣ

9 524 просмотра · 1 мес. назад
JANTA DARBAR
9 подписчиков
9 524 просмотра · 1 мес. назад
କୋରାପୁଟ ଜିଲ୍ଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପିରିଞ୍ଜି ଓ ଚାନ୍ଦିଲି ଅଞ୍ଚଳ ପରିଦର୍ଶନ ସହ ଚାନ୍ଦିଲି ଉଚ୍ଚ ବିଦ୍ୟାଳୟ ଆଶ୍ରୟସ୍ଥଳୀରେ ରହୁଥିବା ବନ୍ୟା ପୀଡ଼ିତ ପରିବାରଙ୍କ ସହ ଆଲୋଚନା କରିଥିଲେ। ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ପାନୀୟ ଜଳ, ଶିଶୁ ଖାଦ୍ୟ ଓ ଔଷଧ ଯୋଗାଣ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ। ବନ୍ୟା ପୀଡ଼ିତ ପରିବାରଙ୍କୁ ୧୫ ଦିନର ଖାଦ୍ୟ, ରାସନ, ପୋଷାକ ଓ ଆବଶ୍ୟକ ସାମଗ୍ରୀ ଯୋଗାଇବା ନେଇ ନିଷ୍ପତ୍ତି ହୋଇଛି। ଚାଷଜମିରୁ ପାଣି ନିଷ୍କାସନ ପାଇଁ ଟେକ୍ନିକାଲ୍ ଟିମ୍ ନିୟୋଜନ ସହ ବନ୍ୟା ପରବର୍ତ୍ତୀ କୃଷି କାର୍ଯ୍ୟକୁ ସ୍ୱାଭାବିକ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। 📍 ସ୍ଥାନ: କୋଟପାଡ଼, କୋରାପୁଟ ଖବରର ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। Janta Darbar NEWSକୁ Subscribe କରନ୍ତୁ ଏବଂ ନିୟମିତ ସ୍ଥାନୀୟ ଖବର ପାଇଁ ଆମ ସହ ଯୋଡ଼ି ରୁହନ୍ତୁ। 🔔