Перейти к содержимому

ପୋଲିସବାବୁ ଦେ ତୁ ଛାଡ଼ି ଶ୍ରୀ ମନ୍ଦିରକୁ ଯିବି ଦୌଡି |New JAGANNATH BHAJAN| JAYPRAKASH | ODIA BHAJAN 2026 |

BAISHNABI CREATIONS

0:00 / 0:00

ପୋଲିସବାବୁ ଦେ ତୁ ଛାଡ଼ି ଶ୍ରୀ ମନ୍ଦିରକୁ ଯିବି ଦୌଡି |New JAGANNATH BHAJAN| JAYPRAKASH | ODIA BHAJAN 2026 |

96 просмотров · 20 часов назад
BAISHNABI CREATIONS
823 подписчика
96 просмотров · 20 часов назад
🙏 ଜୟ ଜଗନ୍ନାଥ 🙏 “ପୋଲିସ ବାବୁ ଦେ ତୁ ଛାଡ଼ି, ଶ୍ରୀ ମନ୍ଦିରକୁ ଯିବି ଦୌଡି” — ଭକ୍ତି, ଆସ୍ଥା ଓ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଜଣେ ଭକ୍ତଙ୍କ ଆକୁଳତାକୁ ନେଇ ଏହି ସୁନ୍ଦର ଓଡ଼ିଆ ଜଗନ୍ନାଥ ଭଜନ। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ଭକ୍ତିମୟ ପରିବେଶ ସହ ଏହି ଗୀତଟି ଆପଣଙ୍କ ହୃଦୟକୁ ଛୁଇଁଯିବ ବୋଲି ଆଶା। ❤️🙏 🙏 Jai Jagannath! 🙏 “Police Babu De Tu Chhadi , Shree Mandiraku Jibi Daudi” is a heartfelt Odia Jagannath devotional song that expresses the deep devotion of a simple devotee who comes to Puri with one dream — to have the divine darshan of Mahaprabhu Shri Jagannath. Standing in the Bada Danda, waiting in the long queue, the devotee requests the police officer to let him go toward the Shree Mandir so that he can see Mahaprabhu, experience the divine atmosphere of Puri, and enjoy Mahaprasad/Abadha at Anand Bazaar. The song also beautifully describes the divine relationship between Lord Jagannath, Lord Balabhadra and Devi Subhadra, reminding us of their eternal bond and unique divine Leela. 🎵 Song Duration: 5:55s 🎼 Song Credits Singer: Jayprakash Music: Sunil Jena Lyrics: Jagat Ranjan Mohakud Producer: Chameli Mahanty Baishnabi Creations 🙏 ଭିଡିଓଟି ଭଲ ଲାଗିଲେ Like, Share & Subscribe କରନ୍ତୁ। 🔔 ନୂଆ ଓଡ଼ିଆ ଭଜନ ଓ ମ୍ୟୁଜିକ୍ ଭିଡିଓ ପାଇଁ Baishnabi Creations ସହ ଯୋଡ଼ି ରୁହନ୍ତୁ। 🙏 ଜୟ ଜଗନ୍ନାଥ ❤️🙏 🤝 Connect With BAISHNABI CreationS Subscribe to our Channel:    / @baishnabicreations4755   📝 Lyrics (Snippet): ଏ ବଡ ଦାଣ୍ଡରେ...ଏ ବଡ ଦାଣ୍ଡରେ ଛିଡା ହୋଇ ହୋଇ ପାଦ ମୋର ଯାଏ ପୋଡି... ଏ ପୋଲିସି ବାବୁ ଦେ ତୁ ଛାଡି... ଶ୍ରୀମନ୍ଦିରକୁ ଯିବି ଦଉଡି ଦର୍ଶନ କରିବି ମହାପ୍ରଭୁଙ୍କୁ ମୋର... ଆନନ୍ଦ ବଜାରେ... ଖାଇବି ଅବଢା ତାର... ଏ ପୋଲିସି ବାବୁ ଦେ ତୁ ଛାଡି... ଶ୍ରୀମନ୍ଦିରକୁ ଯିବି ଦଉଡି... ଯିବି ଦଉଡି। [🎵 ଅନ୍ତରା – ୧] ଟିଭିରେ ଦେଖିଛି... ଗୀତରେ ଶୁଣିଛି... ବଡ ଦେଉଳରେ... କାଳିଆ ରହୁଛି... ରତ୍ନ ସିଂହାସନେ ଜଗା ତ ବସିଛି... ଲୀଳାମୟ ସିଏ ଲୀଳା ତ କରୁଛି... ପ୍ରଥମ ଥର ମୁଁ ପୁରୀକୁ ଆସିଛି, ତୋ ଦର୍ଶନ ପାଇଁ...ବାନ୍ଧିଛି ରେ ଧାଡି... ଏ ପୋଲିସି ବାବୁ, ଦେ ତୁ ଛାଡି ଶ୍ରୀମନ୍ଦିରକୁ... ଯିବି ଦଉଡି। ଯିବି ଦଉଡି। [🎵 ଅନ୍ତରା – ୨] କାଳିଆ ବଳିଆ ସୁଭଦ୍ରା ଭଉଣୀ, କହିଦେ ତୁ ଥରେ ଏ ସମ୍ପର୍କ କାହାଣୀ... କଳିଯୁଗେ ଭାଇ ଦିଏ ଭାଇକୁ ହାଣି କେମିତି ରଖିଛୁ... ସାଙ୍ଗେ ଭାଇ ଭଉଣୀ... ପ୍ରଭୁ ବୋଲି ବୋଧେ ଫାଟ ଯେ ପଡୁନି... ରଥଯାତରେ ଯାଉ ମା' ଲକ୍ଷ୍ମୀଙ୍କୁ ଛାଡି... ଏ ପୋଲିସି ବାବୁ...ଦେ ତୁ ଛାଡି... ଶ୍ରୀମନ୍ଦିରକୁ...ଯିବି ଦଉଡି... ଯିବି ଦଉଡି। ଏ ପୋଲିସି ବାବୁ...ଦେ ତୁ ଛାଡି... ଶ୍ରୀମନ୍ଦିରକୁ...ଯିବି ଦଉଡି। [ପ୍ରାର୍ଥନା] ଜୟ ଜଗନ୍ନାଥ ସ୍ବାମୀ, ନୟନ ପଥଗାମୀ ଭବ ତୁମେ। ⚠️ Copyright Warning This audio and visual content is the exclusive property of BAISHNABI CreationS. Any unauthorized re-uploading, reproduction, or distribution of this content on YouTube or any other platform is strictly prohibited and will lead to copyright strikes and legal action. Tags : ପୋଲିସ ବାବୁ ଦେ ତୁ ଛାଡ଼ି ଶ୍ରୀ ମନ୍ଦିରକୁ ଯିବି ଦୌଡି ଜଗନ୍ନାଥ ଭଜନ Odia Jagannath Bhajan Jagannath Bhajan Odia Bhajan Jagannath Song Shree Jagannath Jagannath Puri Puri Jagannath Bhajan Odia Devotional Song Odia Devotional New Odia Bhajan New Jagannath Bhajan Jagannath Song 2026 Odia Bhajan 2026 Jayprakash Odia Singer Sunil Jena Jagat Ranjan Mohakud Baishnabi Creations ବଡ଼ଦାଣ୍ଡ ଶ୍ରୀମନ୍ଦିର ଜୟ ଜଗନ୍ନାଥ #️⃣ Hashtags #ଜୟଜଗନ୍ନାଥ #Jagannath #JagannathBhajan #OdiaBhajan #OdiaDevotional #JagannathSong #ShreeJagannath #PuriJagannath #OdiaSong #NewOdiaBhajan #Jayprakash #SunilJena #BaishnabiCreations #ଶ୍ରୀମନ୍ଦିର #ବଡ଼ଦାଣ୍ଡ #police #policebabu #detuchhadi #shree #mandir #ଜୟଜଗନ୍ନାଥ #ମୁଁଓଡ଼ିଆ #ଜଗନ୍ନାଥ #MuOdia #Jagannath #JaiJagannath #OdiaBhajan #JagannathBhajan #OdiaSong #OdiaDevotionalSong #ShreeJagannath #JagannathPuri #OdiaCulture #OdiaPride #RanjanRaaz #SunilJena #JagatRanjanMohakud #music #muodia #mopainbadhia #jagannath #odia #odisha #bhajan #ranjan #raaz #mama #suniljena #jagat #chamelimadam #chamelimohanty #youtybe #youtubeshorts #jagannathbhajan