ଢେଙ୍କାନାଳ ଲକ୍ଷ୍ମୀ ପୂଜାରେ ହେଲା କିଛି ଏମିତି… 😱 #dailyvlog #villegelife #laxmipuja #dhenkanal #foryou
Mr.sahoovlogs
0:00 / 0:00
ଢେଙ୍କାନାଳ ଲକ୍ଷ୍ମୀ ପୂଜାରେ ହେଲା କିଛି ଏମିତି… 😱 #dailyvlog #villegelife #laxmipuja #dhenkanal #foryou
155 просмотров · 5 дн. назад
Mr.sahoovlogs
79 подписчиков
155 просмотров · 5 дн. назад
🙏 ନମସ୍କାର ସାଙ୍ଗମାନେ 🙏
ଆଜିର ଏହି ଭିଡିଓରେ ଆମେ ସାଙ୍ଗସାଥୀମାନେ ମିଶି ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ଦେଖିବାକୁ ଯାଇଥିଲୁ। 😊✨
ସେଠାର ସୁନ୍ଦର ସାଜସଜ୍ଜା, ଆଲୋକ, ଭିଡ଼ ଏବଂ ଆମର ସାଙ୍ଗମାନଙ୍କ ସହିତ ବୁଲାବୁଲିର କିଛି ସୁନ୍ଦର ମୁହୂର୍ତ୍ତ ଏହି Vlog ରେ ଦେଖିବାକୁ ପାଇବେ। ❤️
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Comment 💬 କରନ୍ତୁ ଏବଂ ଆମ Channel କୁ Subscribe 🔔 କରନ୍ତୁ।
#dailyvlog #villegelife #viral #laxmipuja #dhenkanal ##foryou