Перейти к содержимому

ସଂଘର୍ଷରୁ OAS Officer | ଏକ ପ୍ରେରଣାଦାୟକ OAS Success Story | OPSC OAS Topper Biswajit Panda, Rank 85

SAMBHAB IAS by Testbook и ещё 2

0:00 / 0:00

ସଂଘର୍ଷରୁ OAS Officer | ଏକ ପ୍ରେରଣାଦାୟକ OAS Success Story | OPSC OAS Topper Biswajit Panda, Rank 85

5 767 просмотров · 3 мес. назад
SAMBHAB IAS by Testbook и ещё 2
5 767 просмотров · 3 мес. назад
ବହି ଗୋଟେ କୁ କିସ୍ତିରେ କିଣିବାକୁ ପଡିଥିଲା... କିନ୍ତୁ ସ୍ୱପ୍ନ ଥିଲା OAS Officer ହେବାର। ଏହି Podcast ରେ ଜାଣନ୍ତୁ ଜଣେ OAS Officerଙ୍କ ଜୀବନର ସଂଘର୍ଷ, ପରିଶ୍ରମ, ବିଫଳତା ଓ ସଫଳତାର ପ୍ରକୃତ କାହାଣୀ। ଏହି ଭିଡିଓରେ ଆପଣ ଜାଣିପାରିବେ: 📚 କିପରି ଅଭାବ ମଧ୍ୟରେ ପଢ଼ା ଜାରି ରଖିଥିଲେ 💪 କିପରି Motivation ଧରି ରଖିଲେ 🎯 OPSC OCS Preparation Strategy 📖 OAS Interview Experience 🔥 Success Tips for OPSC Aspirants ଯଦି ଆପଣ OPSC OCS, OAS, ASO, OSSC, OSSSC କିମ୍ବା Odisha Competitive Exams ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହି Podcast ଆପଣଙ୍କ ପାଇଁ ନିଶ୍ଚୟ ଉପକାରୀ ହେବ। 👍 Like | 💬 Comment | 🔔 Subscribe କରନ୍ତୁ ଏବଂ ଏଭଳି Inspirational OAS Podcasts ପାଇଁ ଆମ ସହ ଯୋଡ଼ି ରୁହନ୍ତୁ। #OAS #OPSC #OASOfficer #OPSCOCS #SuccessStory #MotivationalPodcast #Odisha #CivilServices #OPSCPreparation #Inspiration #StruggleToSuccess #OASJourney #OdiaPodcast #CompetitiveExams #SambhabIASByTestbook