Перейти к содержимому

RANSA HARA ।। NEW HO MUNDA CHRISTIAN SONG ।। STUDIO VERSION ।। Rahel & Marko

Markosh Creations

0:00 / 0:00

RANSA HARA ।। NEW HO MUNDA CHRISTIAN SONG ।। STUDIO VERSION ।। Rahel & Marko

15 554 просмотра · 1 год назад
Markosh Creations
4 тыс. подписчиков
15 554 просмотра · 1 год назад
Praise the lord ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର । ଏ ଗୀତଟି ସମ୍ପୂର୍ଣ୍ଣ ବାଇବେଲରୁ ହିଁ ଉତ୍ସାହ ପାଇ ଲେଖା ଯାଇଅଛି । ପ୍ରଭୁଙ୍କର ଗୌରବ ନିମନ୍ତେ ଗାଆନ୍ତୁ। ପଦ ୦୧- ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର, ଏବ୍ରୀ 12:14 ପଦ ୦୨- ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଶାଇୟ 53:5 ପଦ ୦୩- କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ମାଥିଉ 5:44 Song - RANSA HARA Singer -Marko & Rahel Producer - Srimati Music - Royal star Sanjay Mastering - Chaitan & Mono Record - Ramjit Audio Edit & Dop - MARKOSH CREATIONS Team Special thanks - Rev. Gangadhar Munduya Please Like Share and Subscribe. Full Lyrics ରାସାଁ ହରା ସାରିଞ୍ଜ୍ ନାମେ କିଡା ଦୁଲାଳ ହରା ସାରିଞ୍ଜ୍ ପଞ୍ଜା କିଡା -୨ ୦- ହରା ଜିଶୁରେ ବିଟା କିଡୀଞ୍ଜ୍ ହରା ମାସିରେ ବିଟା କିଡୀଞ୍ଜ୍ -୨ ୦୧ - ସବେନ୍‌ କଲତେ ରାଂସା ରେଗେଞ୍ଜ ତାଇନ୍ ନେ ସବେନ୍ କଲତେ ପାରଚି ରେଗେଞ୍ଜ ତାଇନ୍ ନେ -୨ ଆମା ଦରଶନ ନାମେ ଲାଗିଡ୍ ଆମା ରାସାଁ ନାମେ ଲାଗିଡ୍ -୨ ରାଂସା ହରା ସାରିଞ୍ଜ୍..... ୦୨ - କାଞ୍ଚ୍ ରିଙ୍ଗିୟା ଯୀଶୁ ଆମା ସାରି ଦୁଲାଳ୍ କାଞ୍ଚ୍ ରିଙ୍ଗିୟା ମାସୀ ଆମା ସାରି କାଜି -୨ ଦିଶୁମ୍ ଦୁକୁ ଆଞ୍ଚ୍ ଲାଗିଡ୍ ଆମା ଶାସନ୍ ଆମା କାଜି ଆଞ୍ଚ୍ ଲାଗିଡ୍ ହାରଦୁ ଜୀବନ - ୨ରାସାଁ ହରା ସାରିଞ୍ଜ୍..... ୦୩ - ଆଞ୍ଚ୍ ତା ରେନ୍ ସବେନ୍ କଞ ଦୁଲାଳ କୱା ବାଇରି ରିୟ ମାଶୀଙ୍ଗ ଦିଙ୍ଗା କୱା - ୨ ସାରି ଆମା ଦୁଲାଳେଞ୍ଚ୍ ନିତିରେ ସାରି ଆମା ନୁତୁମ ରେଞ୍ଜ୍ ସାକିନେ । ରାସାଁ ହରା ସାରିଞ୍ଜ୍...... ***