ସତର୍କ କରାଇଲେ ମନ୍ତ୍ରୀ | Minister Suresh Pujari On Odisha Cyclone | Cyclone News Today
News18 Odia
0:00 / 0:00
ସତର୍କ କରାଇଲେ ମନ୍ତ୍ରୀ | Minister Suresh Pujari On Odisha Cyclone | Cyclone News Today
707 просмотров · 1 час назад
News18 Odia
6,2 млн подписчиков
707 просмотров · 1 час назад
ବାତ୍ୟା ନେଇ ମନ୍ତ୍ରୀଙ୍କ ବଡ଼ ବୟାନ | Minister Suresh Pujari On Odisha Cyclone | Cyclone News Today
ଓଡ଼ିଶା ଆଡକୁ ମୁହାଁଉଛି ଅବପାତ । ଆଜି ସଂଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ଅବପାତ । ବର୍ଷାକୁ ନେଇ ରାଜସ୍ଵ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ଏସଆରସି ଙ୍କ ଠୁ ତଥ୍ଯ ନେଲେ ରାଜସ୍ୱ ମନ୍ତ୍ରୀ। ବଡ ବର୍ଷାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର। ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ। ସମ୍ବେଦନଶିଳ ଅଞ୍ଚଳ ଚିହ୍ନଟ ସହ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବା,ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ।
The Bay of Bengal depression is heading towards the Odisha coast and is expected to intensify into a Deep Depression. In response to heavy rainfall warnings, the Odisha State Government and Revenue Minister have reviewed disaster management operations with the Special Relief Commissioner (SRC).
Key Government Measures & Updates:
Officer Leaves Cancelled: State government cancels leaves for all government officials in vulnerable districts; off-duty officers ordered to report immediately.
Evacuation & Shelters: Identification of vulnerable, low-lying zones and emergency preparation of cyclone shelters.
Emergency Review: Revenue Minister conducts detailed assessment with SRC for prompt response during intense rainfall.
System Intensification: Depression expected to turn into a Deep Depression with severe rainfall predicted across multiple districts.
Subscribe for live state updates, government advisories, and real-time weather reports.
#OdishaRain #DeepDepression #OdishaGovt #RevenueMinister #OdishaWeather #SRCAlert #CycloneShelter #BatyaNews #OdiaNews #EmergencyAlert
#SureshPujari #OdishaCycloneUpdate #OdishaNews #BayOfBengalLowPressure #OdishaWeatherUpdate #DisasterManagement
#OdishaCycloneUpdate #BayOfBengalLowPressure #OdishaWeatherUpdate #CycloneAlert #OdiaNews #IMDUpdate #news18odia #breakingnews #livenews #odishacyclone
News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
--
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_SJ