Перейти к содержимому

ହାର୍ଟକୁ ସୁସ୍ଥ ରଖିବେ କେମିତି? ଏହି କଥା ଜାଣନ୍ତୁ | How to Prevent Heart Attack | Dr Kanhu Charan Mishra

DR KAHNU CHARAN MISHRA

0:00 / 0:00

ହାର୍ଟକୁ ସୁସ୍ଥ ରଖିବେ କେମିତି? ଏହି କଥା ଜାଣନ୍ତୁ | How to Prevent Heart Attack | Dr Kanhu Charan Mishra

49 просмотров · 1 день назад
DR KAHNU CHARAN MISHRA
257 подписчиков
49 просмотров · 1 день назад
❤️ ହାର୍ଟକୁ ସୁସ୍ଥ ରଖିବେ କେମିତି? ହୃଦୟ ଆମ ଶରୀରର ଅତ୍ୟନ୍ତ ଜରୁରୀ ଅଙ୍ଗ। ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ, ବ୍ୟାୟାମ ଏବଂ ଅନ୍ୟାନ୍ୟ କାରଣ ହୃଦୟର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। 👨‍⚕️ Expert Speaker: Dr. K. C. Mishra Renowned Cardiologist Call : 9437318322 \ 089172 88769 ଏହି ବିଶେଷ Interviewରେ Dr. Kanhu Charan Mishra ଙ୍କ ସହ ଆମେ ଆଲୋଚନା କରିଛୁ— 🔹 ହୃଦୟକୁ ସୁସ୍ଥ ରଖିବା ପାଇଁ କ’ଣ କରିବା ଉଚିତ? 🔹 କେଉଁ ଖାଦ୍ୟ ହୃଦୟ ପାଇଁ ଭଲ? 🔹 ନିୟମିତ ବ୍ୟାୟାମ କେତେ ଜରୁରୀ? 🔹 ହୃଦରୋଗର ପ୍ରମୁଖ risk factors କ’ଣ? 🔹 ହାର୍ଟ ଆଟାକ୍‌ର ପୂର୍ବରୁ କେଉଁ warning signs ଦେଖାଯାଇପାରେ? 🔹 କେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ? ସୁସ୍ଥ ହୃଦୟ ପାଇଁ ଆଜିଠାରୁ ସଚେତନ ହୁଅନ୍ତୁ। ❤️ Health-related informative videos, Doctor Interviews & Health Podcasts ପାଇଁ ଆମ ସହ ଯୋଡ଼ି ରୁହନ୍ତୁ। #worldheartday #worldheartday2026 #heartday #healthheart #HeartHealth #HeartCare #HeartAttack #HealthyHeart #HeartDisease #HealthPodcast #DrKanhuCharanMishra #PrecautionForHealth #OdiaHealth #HealthTips #odishahealth #carehospitals #HeartHealth #HeartCare #HeartAttack #HealthyHeart #HeartHealthTips #OdiaHealth #OdiaHealthTips #HealthPodcast #PrecautionForHealth #DrKanhuCharanMishra #odishahealth #heartdisease #heartattackprevention