Перейти к содержимому

RX100 ରେ Handle Lock କେଉଁଠି ଥାଏ? 😱 କେମିତି Lock କରିବେ? ଆଜି ମୋ ଭଳି Same Red RX100 ଦେଖିଲି! ❤️🏍️

Bijoy TwoStroke

0:00 / 0:00

RX100 ରେ Handle Lock କେଉଁଠି ଥାଏ? 😱 କେମିତି Lock କରିବେ? ଆଜି ମୋ ଭଳି Same Red RX100 ଦେଖିଲି! ❤️🏍️

275 просмотров · 5 дн. назад
Bijoy TwoStroke
372 подписчика
275 просмотров · 5 дн. назад
ଆଜିର ଭିଡିଓରେ ମୁଁ ଦେଖାଇଛି Yamaha RX100 ର Handle Lock କେଉଁଠି ଥାଏ ଏବଂ କେମିତି ଗାଡ଼ିକୁ Handle Lock କରିବେ। ଆଜି ଆଉ ଏକ ମଜାଦାର ଘଟଣା ହେଲା। ମୋ ଗାଡ଼ି ଭଳି ଏକ Same Red RX100 ଦେଖିବାକୁ ମିଳିଲା। 😍 ଆପଣଙ୍କ ପାଖରେ ମଧ୍ୟ RX100 ଅଛି କି? କମେଣ୍ଟରେ ଜଣାନ୍ତୁ। ଭିଡିଓଟି ଭଲ ଲାଗିଲେ Like, Share ଓ Comment କରନ୍ତୁ। ଆମ RX100 ପରିବାରରେ ସାମିଲ ହେବା ପାଇଁ BijoyTwoStroke ଚ୍ୟାନେଲ୍‌କୁ Subscribe କରନ୍ତୁ। ❤️ #RX100 #YamahaRX100 #BijoyTwoStroke #RX100HandleLock #HandleLock #RX100Vlog #OdiaVlog #OdiaYouTuber #RedRX100 #YamahaBike #TwoStroke #RX100Lovers #BikeVlog #OdiaBikeVlog #VintageBike