ବନ୍ୟାର 1st Birthday Celebration 🎂🥳 | Barsha vanyavlogs
Barsha vanya vlogs
0:00 / 0:00
ବନ୍ୟାର 1st Birthday Celebration 🎂🥳 | Barsha vanyavlogs
76 просмотров · 13 дн. назад
Barsha vanya vlogs
46 подписчиков
76 просмотров · 13 дн. назад
ନମସ୍କାର ,
ମୁଁ ବର୍ଷା ରାଣୀ । ଆପଣମାନଙ୍କୁ ମୁଁ ଗାଂଗହଳିର ଜୀବନ ଯାପନ, ପର୍ବ ପର୍ବାଣି, ଖାଦ୍ୟ ପେୟ ଇତ୍ଯାଦି ଦେଖାଇବାକୁ ଚାହୁଁଛି। ଆପଣ ମାନଙ୍କ ମୁହଁ ରେ ଟିକେ ହସ ଫୁଟେଇବାକୁ ଚାହିଁ ବି। ତେଣୁ ଆପଣମାନେ ମୋତେ ସହଯୋଗ କରନ୍ତୁ। 🙏🙏ଜୟ ଜଗନ୍ନାଥ🙏🙏
ବନ୍ୟାର ପ୍ରଥମ ଜନ୍ମଦିନର ଖୁସିର ମୁହୂର୍ତ୍ତ 🎂❤️
ପରିବାର ସହିତ ବନ୍ୟାର 1st Birthday Celebration 🥳🎉
ଏହି ସୁନ୍ଦର ଦିନର ସ୍ମୃତିକୁ ଆମ Vlog ମାଧ୍ୟମରେ ସମସ୍ତଙ୍କ ସହ share କରୁଛୁ।
ଭିଡିଓଟି ଭଲ ଲାଗିଲେ Like 👍 Comment 💬 Share 🔄 ଏବଂ Subscribe ❤️ କରନ୍ତୁ।