Naveen Patnaik Comeback! | ନବୀନ ପଟନାୟକ ବଡ ଘୋଷଣା | action mode re Naveen patnaik
Odisha Capsule
0:00 / 0:00
Naveen Patnaik Comeback! | ନବୀନ ପଟନାୟକ ବଡ ଘୋଷଣା | action mode re Naveen patnaik
152 просмотра · 21 час назад
Odisha Capsule
22,4 тыс. подписчиков
152 просмотра · 21 час назад
Naveen Patnaik Comeback! | MMDR Bill: ଓଡ଼ିଶାର ଖଣି ସବୁ ବିକ୍ରି ହୋଇଯିବ? | Odisha Politics Analysis
ପୁଣି ଫେରିବେ Naveen Patnaik ଆପଣ ମାନେ ଖୁସି ତ?
ଓଡ଼ିଶାରେ MMDR Bill କୁ ନେଇ ଆରମ୍ଭ ହୋଇଛି ବିରାଟ ରାଜନୈତିକ ଝଡ଼। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ (BJD) ଏହା ବିରୋଧରେ ବିରାଟ ଆନ୍ଦୋଳନ ଆରମ୍ଭ କରିଛି। କଣ ଏହି MMDR Bill? ଏହା ଦ୍ୱାରା ଓଡ଼ିଶାର ଖଣି ସମ୍ପଦ ଉପରେ କଣ ପ୍ରଭାବ ପଡ଼ିବ? ଓଡ଼ିଶାର ବିକାଶ ଓ ବର୍ତ୍ତମାନର ସରକାରଙ୍କ ଭୂମିକା ଉପରେ ଏହି ଭିଡିଓରେ ସମ୍ପୂର୍ଣ୍ଣ ଆଲୋଚନା କରାଯାଇଛି।
In this video, we analyze the massive protest led by Naveen Patnaik against the MMDR Bill in Odisha. What is the reality of the MMDR Amendment Bill? How will it impact Odisha's mineral resources and mining sector? Watch the complete analysis of the current political scenario between BJD and BJP in Odisha.
Odisha development & current political debate
BJD vs BJP reality check
Video tiku like karantu, share karantu ebong channel ku subscribe karantu!
#NaveenPatnaik #MMDRBill #OdishaPolitics #BJD #BJP #OdishaNews #NaveenPatnaikComeback #OdishaMining #OdishaCapsule #Odisha #odianews #naveenodisha #mohanmajhi