KEMITI HEBI MUN PARI RE NAURI || AMIT PANI || NEW CHRISTIAN SONG || STUDIO VERSION
MALAYA NAIK OFFICIAL и ещё 2
0:00 / 0:00
KEMITI HEBI MUN PARI RE NAURI || AMIT PANI || NEW CHRISTIAN SONG || STUDIO VERSION
55 337 просмотров · 7 месяцев назад
MALAYA NAIK OFFICIAL и ещё 2
55 337 просмотров · 7 месяцев назад
KEMITI HEBI MUN PARI RE NAURI ||AMIT PANI || NEW CHRISTIAN SONG || MALAYA NAIK || STUDIO VERSION
@AmitPaniOfficial
"FOR BETTERSOUND CLARIT USE HEADPHONES"
ପ୍ରତ୍ୟେକ ଖ୍ରୀଷ୍ଟ ପ୍ରେମି ମାନଙ୍କୁ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ମୋର ନମସ୍କାର ମୁଁ ମଳୟ ନାଏକ। ପ୍ରଭୁ ଦୟା କରି ଆଉ ଗୋଟିଏ ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରିବା ପାଇଁ ଅନୁଗ୍ରହ କଲେ । MN Music ତରଫରୁ ଆପଣ ମାନଙ୍କୁ ଭେଟି ଦେଉଛୁ ଏକ ଭିନ୍ନ ଧରଣର "କେମିତି ହେବି ମୁଁ ପାରି ହେ ନାଉରୀ" ଗୀତ।
Full Lyrics
କେମିତି ହେବି ମୁଁ ପାରିହେ ନାଉରୀ
ଯିବାକୁ ଅଛି ରେ ମୋତେ ସେପାରି (୨ଥର)
ଯୀଶୁ..ଡାକନ୍ତି.. ମୋତେ.. ହାତ ଠାରି ଠାରି (୨ଥର)
କେମିତି ହେବି ମୁଁ ପାରିହେ ନାଉରୀ
ଯିବାକୁ ଅଛି ରେ ମୋତେ ସେପାରି (୨ଥର)
"ପାପର ସାଗରେ ଜିବନ ନାଆରେ
ପାଏ ନାହିଁ ଥୟ କୁଲ.........
ଘୋନ ଅନ୍ଧକାରେ ବିଶାଳ ସାଗରେ
ହେବ କିଏ ସାହା ମୋର....."(୨ଥର)
ମୋ ଯୀଶୁ କହନ୍ତି ପାଇବୁ ଜୀବନ (୨ଥର)
ଦେଲେ ତୋର ମୋନ ଆତ୍ମା ଓ ଜୀବନ କରି ସମର୍ପଣ..
କେମିତି ହେବି ମୁଁ ପାରିହେ ନାଉରୀ
ଯିବାକୁ ଅଛି ରେ ମୋତେ ସେପାରି (୨ଥର)
"ମୋହ ମାୟା ଭରା ଏ ଦୁନିଆ ସାରା
ଦୁଇ ଦିନିଆ ଏ ମେଲ......
ମାଟିର ମଣିଷ ମାଟିରେ ମିଶିବ
ଏହିତ କଣ୍ଢେଇ ଖେଳ......."(୨ଥର)
ସେ ପାରି ଦୁନିଆ ଅନନ୍ତ ନିଳୀମା..(୨ଥର)
ଦୟାସାଗର ସେ କ୍ଷମା ନିର୍ଝର ସେ କରି ଦେବେ ପାରି..
କେମିତି ହେବି ମୁଁ ପାରିହେ ନାଉରୀ
ଯିବାକୁ ଅଛି ରେ ମୋତେ ସେପାରି (୨ଥର)
ଯୀଶୁ..ଡାକନ୍ତି.. ମୋତେ.. ହାତ ଠାରି ଠାରି (୨ଥର)
କେମିତି ହେବି ମୁଁ ପାରିହେ ନାଉରୀ
ଯିବାକୁ ଅଛି ରେ ମୋତେ ସେପାରି (୨ଥର)
ଏ ଜୀବନ ସାଗରରେ ଅନେକ ଝଡ଼ ଝଞ୍ଜା ମାଡ଼ି ଆସେ ଏ ଭବ ସାଗରରୁ ଉଦ୍ଧାର ପାଇବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କରି ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲେ ନିଶ୍ଚୟ ସେ ଆମରି ନାଉରୀ ସାଜି ଆମର ନାବକୁ ବାହି ନେଇ ସିୟୋନ କୂଳେ ପହଞ୍ଚାଇ ଦେବେ। ତେବେ ଏହି ଗୀତ ଶୁଣନ୍ତୁ ଏବଂ like, comment ଏବଂ share କରନ୍ତୁ ଏବଂ ଅନେକ ଲୋକଙ୍କୁ ସେୟାର୍ କରି ସୁସମାଚାର ପ୍ରଚାର କରନ୍ତୁ । ବାସ୍ତବରେ ଏ ଭବ ସାଗରରେ ଆମର ଜୀବନ ଭାସି ବୁଲୁଛି । ଏ ଜୀବନ ସାଗରେ ଅନେକ ଝଡ଼ ଝଞ୍ଜା ବାଆ ବତାସ ଭଉଁରୀ ମାଡ଼ି ଆସେ ଏ ପାପ ରୂପ ସାଗରରୁ ପାରି ହେବା ପାଇଁ କେବଳ ଯୀଶୁ ଖ୍ରୀଷ୍ଟ ହିଁ ଆମର ନାଉରୀ ଅଟନ୍ତି । ଏଣୁ ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ତେବେ ସେ ନିଶ୍ଚିତ ରୂପେ ସିୟୋନର କୂଳେ ଯାଇ ପହଞ୍ଚିବ। ଏ ସକଳ ବିଷୟବସ୍ତୁ ଉପରେ ଆଧାରିତ ଏହି ନୂଆ ଗୀତ।
ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ଦେଖିବାକୁ ଭୂଳନ୍ତୁ ନାହିଁ। ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଯଦି ଏହି ଭଡିଓଟି ଭଲ ଲାଗିଥାଏ ତେବେ " Malaya Naik Official " YouTube channel କୁ like, comment ଏବଂ share କରନ୍ତୁ ।
ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Malaya Naik Official " YouTube channel କୁ subscribe କରନ୍ତୁ ଏବଂ bell button . ନିଶ୍ଚୟ press କରନ୍ତୁ । ଧନ୍ୟବାଦ || PRAISE THE LORD ||
SONG CREDITS :
Song : Kemiti hebi mun pari he Nauri
Gospel Singer : Amit Pani
Lyrics : Malaya Naik Some Part Late Saroj Nanda
Music : Malaya Naik (9937612921)
Programming & Arrangement : Bapi Samal
Recording & Mix : Prativa Studio, Cuttack
Mastering By : Sundaram
D.O.P & Edit - Ambram Ganta (Bapi)
Production : MN Music
Banner : Malaya Naik Official
Poster Design : Parsuram Sagaria , MN Music
Special Thanks : INDIAN EVANGELICAL TEAM (BCG)
*Thanks : Ranjit & Tulu Bhai
Music label : MN Music
ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link,
ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
ଯୀଶୁ ଜନମ ନେଲେ
• JISU JANAMA NELE || ଯୀଶୁ ଜନମ ନେଲେ || NEW O...
ମୋ ମୁକତି ଲାଗି (ଅମିତ ପାଣି)
• MO MUKATI LAGI || ମୋ ମୁକତି ଲାଗି || AMIT PA...
ମୋ ମୁକତି ଲାଗି (ଅମିତ ପାଣି)
• MO MUKATI LAGI || ମୋ ମୁକତି ଲାଗି || AMIT PA...
ସ୍ତୁତି ପ୍ରଶଂସା ହେଉ ତୁମର (ମଳୟ ନାଏକ)
• STUTI PRASHANSA HEU TUMARA || NEW ODIA CHR...
ରାଜାଙ୍କର ରାଜା ( ଅସୀମା ପଣ୍ଡା )
• RAJANKARA RAJA JISU | NEW ODIA CHRISTIAN S...
ହେ ପ୍ରିୟ ଯୀଶୁ (ମଳୟ ନାଏକ)
• ହେ ପ୍ରିୟ ଯୀଶୁ || HE PRIYA JISU || MALAYA N...
କ୍ରୁଶ ପରେ ଦେଲ ଜୀବନ (ଅମିତ ପାଣି)
• KRUSHA PARE DELA JIBANA |AMIT PANI | NEW O...
#kemitihebimunparirenauri
#nauri
#momukatilagi
#amitpaninewsong
#malayanayaknewsong
#amitpani
#amitpanisong
#latestchristiansong
#newodiachristiansong2022
#newchristiansongamitpani
#amitpaninewodiachristiansong2022
#amitpanisong
#amitpanichristiansongs
#krushaparechristiansong
#krushapareraktadhara
#aseemapandanewsong
#malayanaik
#aseemapanda
#asimapanda
#malayanayakchristiansong
#malayanayaknewchristiansong2022
#jisujanamanele
!!* ANTI-PIRACY WARNING *!!
This content is copyright to Malaya Nayak Official. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.