Перейти к содержимому

🌿 ଅକ୍ଟୋବର ମାସର ୭ଟି ଗୁରୁତ୍ୱପୂର୍ଣ୍ଣ ବଗିଚା କାମ: ଶୀତଦିନ ପାଇଁ ପ୍ରସ୍ତୁତି 🌱✨

Matira Mamata

0:00 / 0:00

🌿 ଅକ୍ଟୋବର ମାସର ୭ଟି ଗୁରୁତ୍ୱପୂର୍ଣ୍ଣ ବଗିଚା କାମ: ଶୀତଦିନ ପାଇଁ ପ୍ରସ୍ତୁତି 🌱✨

1 237 просмотров · 2 нед. назад
Matira Mamata
1,75 тыс. подписчиков
1 237 просмотров · 2 нед. назад
ଅକ୍ଟୋବର ମାସ ଆସିଗଲାଣି। ଏବେ ଆମ ବଗିଚାକୁ ଶୀତଦିନ ପାଇଁ ପ୍ରସ୍ତୁତ କରିବାର ସଠିକ୍ ସମୟ। 🌿✨ ଏହି ଭିଡିଓରେ ଆମେ ଅକ୍ଟୋବର ମାସରେ କରିବାକୁ ଥିବା ୭ଟି ଜରୁରୀ ବଗିଚା କାମ ବିଷୟରେ ଜାଣିବା। ଏହି କାମଗୁଡ଼ିକ କଲେ ଆମ ଗଛଗୁଡ଼ିକ ଶୀତଦିନ ପାଇଁ ଭଲ ଭାବରେ ପ୍ରସ୍ତୁତ ହୋଇପାରିବେ ଏବଂ ବଗିଚା ସବୁଜ ଓ ସୁସ୍ଥ ରହିବ। ଶୀତଦିନେ ଲଗାଯାଉଥିବା ପନିପରିବା ମଞ୍ଜି ବୁଣିବା, ଗଛର ଡାଳ କାଟିବା, ଖତ ଦେବା ଏବଂ ମାଟି ପ୍ରସ୍ତୁତ କରିବା ଭଳି ଜରୁରୀ କାମ ବିଷୟରେ ଏହି ଭିଡିଓରେ ଜାଣିବା। ଏହି ସବୁ ସହଜ ଉପାୟ ଗଛର ବୃଦ୍ଧିରେ ସାହାଯ୍ୟ କରିବ। ଯଦି ଆପଣ ଚାହୁଁଛନ୍ତି ଯେ ଶୀତଦିନେ ଆପଣଙ୍କ ବଗିଚା ସୁନ୍ଦର ସୁନ୍ଦର ଫୁଲ ଓ ତାଜା ପନିପରିବାରେ ଭରି ରହୁ, ତେବେ ଅକ୍ଟୋବର ମାସର ଏହି ଜରୁରୀ କାମଗୁଡ଼ିକ ନିଶ୍ଚୟ କରନ୍ତୁ। 🌱🌸 🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴 🌱 ଅକ୍ଟୋବର ମାସରେ ଆପଣ ନିଜ ବଗିଚାରେ କ’ଣ କ’ଣ କରିବାକୁ ଯୋଜନା କରିଛନ୍ତି? ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ! ଯଦି ଆପଣଙ୍କୁ ଏହି ଭିଡିଓଟି ଭଲ ଲାଗିଥାଏ, ତେବେ ଲାଇକ୍ ଓ ଶେୟାର କରନ୍ତୁ। ଏହା ସହିତ matira mamata ଚ୍ୟାନେଲ୍‌କୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ 🏷️ ହ୍ୟାସ୍‌ଟ୍ୟାଗ୍‌ #OctoberGardening #WinterGarden #GardeningTips #GardenCare #KitchenGarden #Matiramamata #PlantCare#sebaticare#golapacare #golapacutting#sitadiniabagicha#