Перейти к содержимому

'ହ' ଡାକରେ ପ୍ରଭୁ କାହିଁକି ଧାଇଁ ଆସିଲେ ? Panchadeba Namastute Ep 210 | Mukundakrushna | Sidharth Utsav

Sidharth Utsav

0:00 / 0:00

'ହ' ଡାକରେ ପ୍ରଭୁ କାହିଁକି ଧାଇଁ ଆସିଲେ ? Panchadeba Namastute Ep 210 | Mukundakrushna | Sidharth Utsav

1 755 просмотров · 1 дн. назад
Sidharth Utsav
1,15 млн подписчиков
1 755 просмотров · 1 дн. назад
ଶ୍ରୀମଦ୍ ଭାଗବତର ଅମୃତମୟ ଗଜେନ୍ଦ୍ର ଉଦ୍ଧାର ପ୍ରସଙ୍ଗରେ ଭଗବାନଙ୍କ ଅପାର କରୁଣା ଓ ଭକ୍ତବତ୍ସଳତାର ଅପୂର୍ବ ବର୍ଣ୍ଣନା। ଗଜେନ୍ଦ୍ରଙ୍କ ବ୍ୟାକୁଳ ଡାକ ଶୁଣି କିପରି ଅଧା ନାମରେ ଧାଇଁ ଆସିଥିଲେ ପ୍ରଭୁ ଶ୍ରୀହରି? ଜାଣନ୍ତୁ ପୂଜ୍ୟପାଦ ସ୍ୱାମୀ ମୁକୁନ୍ଦକୃଷ୍ଣ ଦାସଜୀ ମହାରାଜଙ୍କ ମୁଖନିସୃତ ପ୍ରବଚନ ମାଧ୍ୟମରେ "ପଞ୍ଚଦେବ ନମସ୍ତୁତେ" କାର୍ଯ୍ୟକ୍ରମର ଏହି ଅଧ୍ୟାୟରେ। 00:00 - ଗଜେନ୍ଦ୍ରଙ୍କ ସ୍ତୁତି ଓ ପରମବ୍ରହ୍ମଙ୍କ ସ୍ୱରୂପ ବର୍ଣ୍ଣନା 02:20 - ଗଜେନ୍ଦ୍ରଙ୍କ ମନରେ ବୈରାଗ୍ୟ ଓ ଭଗବତ ଆରାଧନା 04:22 - ଶରୀର ରକ୍ଷା ନୁହେଁ, ମୋକ୍ଷ କାମନା (ଅଷ୍ଟମ ସ୍କନ୍ଧ ଶ୍ଳୋକ) 07:19 - ସଂସ୍କୃତ ଭାଗବତ ଓ ଓଡ଼ିଆ ଭାଗବତର ତାତ୍ତ୍ୱିକ ଆଲୋଚନା 09:18 - ବିଶ୍ୱସ୍ୱରୂପ ପରମବ୍ରହ୍ମଙ୍କ ଶରଣାପନ୍ନ 10:33 - "ନିର୍ବିଶେଷ" ଡାକର ରହସ୍ୟ ଓ ଦେବତାଙ୍କ ଅସମର୍ଥତା 12:06 - ବ୍ୟାକୁଳ ହେଲେ ପ୍ରଭୁ: ମା' ଲକ୍ଷ୍ମୀ ଓ ନାରାୟଣଙ୍କ ସମ୍ବାଦ 13:45 - ଗଜେନ୍ଦ୍ରଙ୍କ ଶେଷ ସମର୍ପଣ: ଶୁଣ୍ଢରେ ପଦ୍ମ ଉପହାର 15:18 - ଗରୁଡ଼ଙ୍କୁ ଛାଡ଼ି ପ୍ରଭୁଙ୍କ ଦୌଡ଼ି ଆସିବା ("ହାତୀ କହୁଁ ଧାବତ ହରି") 17:02 - ଚତୁର୍ଭୁଜ ନାରାୟଣଙ୍କ ଚାରି ହସ୍ତର କାର୍ଯ୍ୟ 19:25 - ସୁଦର୍ଶନ ଚକ୍ରରେ ଗ୍ରାହ ବଧ ଓ ଭକ୍ତ ଚରଣର ମହିମା 21:40 - ଦେବତାଙ୍କ ପୁଷ୍ପବୃଷ୍ଟି ଓ "ଅଧା ନାମ"ରେ ପ୍ରଭୁଙ୍କ ପ୍ରକଟ ========================== To subscribe Sidharth Utsav's channel, click here 👇    / @sidharthutsavofficial   ========================== 🌐 Follow Us on Social Media: 📘 Facebook:   / sidharthutsavofficial   📸 Instagram:   / sidharthutsav   🐦 Twitter (X): https://x.com/sidharthutsav ========================== 📡 "Sidharth Utsav" DTH Details : Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796 =========================== Subscribe our other Television Channels : Sidharth TV :    / sidharthtv   Sidharth Gold :    / @sidharthgold   Jay Jagannath TV :    / @jayjagannathtvofficial   #SidharthUtsav #SwamiMukundakrushna #PanchadebaNamastute #GajendraUddhar #BhagavataKatha #OdiaPravachan