Перейти к содержимому

କେଉଁ ଘଟଣା ପ୍ରହଲ୍ଲାଦଙ୍କୁ ବିଷ୍ଣୁଭକ୍ତ କରିଥିଲା ? | Panchadeb Namastute | Ep 140 | Sidharth Utsav

Sidharth Utsav

0:00 / 0:00

କେଉଁ ଘଟଣା ପ୍ରହଲ୍ଲାଦଙ୍କୁ ବିଷ୍ଣୁଭକ୍ତ କରିଥିଲା ? | Panchadeb Namastute | Ep 140 | Sidharth Utsav

2 204 просмотра · 3 мес. назад
Sidharth Utsav
1,15 млн подписчиков
2 204 просмотра · 3 мес. назад
ଅସୁର କୁଳରେ ଜନ୍ମ ହୋଇ ମଧ୍ୟ ଯିଏ ସାରା ସଂସାରକୁ ଭକ୍ତିର ଶ୍ରେଷ୍ଠ ମାର୍ଗ ଦେଖାଇଥିଲେ, ସେ ହେଉଛନ୍ତି ଭକ୍ତ ଶିରୋମଣି ପ୍ରହଲ୍ଲାଦ। ମାତା କୟାଧୁଙ୍କ ଗର୍ଭରେ ଥାଇ ସେ କେଉଁ ଦିବ୍ୟ ଘଟଣା ଯୋଗୁଁ ନାରାୟଣଙ୍କ ପରମ ଭକ୍ତ ପାଲଟିଗଲେ, ତାହା ଶୁଣିଲେ ଆଖିରୁ ଭକ୍ତିର ଲୁହ ଝରିଆସେ | ଆମ ପୁରାଣ ଇତିହାସରେ ଭକ୍ତ ପ୍ରହଲ୍ଲାଦଙ୍କ ଚରିତ୍ର ହେଉଛି ଅଟଳ ବିଶ୍ୱାସ ଓ ନିଷ୍କାମ ଭକ୍ତିର ଏକ ଜ୍ୱଳନ୍ତ ଉଦାହରଣ। ପିତା ହିରଣ୍ୟକଶିପୁର ଭୟଙ୍କର ହରି-ବିଦ୍ୱେଷ ଭିତରେ ମଧ୍ୟ ପ୍ରହଲ୍ଲାଦଙ୍କ ହୃଦୟରେ "ନାରାୟଣ" ନାମର ଅମୃତ ବୀଜ କେମିତି ରୋପଣ ହୋଇଥିଲା? କେଉଁ ସେହି ଦିବ୍ୟ ପ୍ରସଙ୍ଗ, ଯାହା ଗର୍ଭାବସ୍ଥାରେ ହିଁ ତାଙ୍କୁ ସାରା ସଂସାରର ଶ୍ରେଷ୍ଠ ହରିଭକ୍ତ କରି ଗଢ଼ିତୋଳିଥିଲା? #SidharthUtsav #PanchadebNamastute #Ep140 #BhaktaPrahlaad #VishnuBhakti #OdiaSpiritual #GarbhaSanskar #OdiaDevotional #HariNaam Subscribe to Sidharth Utsav:    / @sidharthutsavofficial   📡 Sidharth Utsav DTH Details : Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796 ========================== 🌐 Follow Us on Social Media: 📘 Facebook:   / sidharthutsavofficial   📸 Instagram:   / sidharthutsav   🐦 Twitter (X): https://x.com/sidharthutsav ========================== Subscribe our other Television Channels : Sidharth TV :    / sidharthtv   Sidharth Gold :    / @sidharthgold   Jay Jagannath TV :    / @jayjagannathtvofficial   #NamitaAgrawal #SidharthTV #SidharthBhakti #SidharthGold #SidharthMusic l #SitaramAgrawal #jayjagannathtv