Перейти к содержимому

ଭଜନ ଓ କୀର୍ତ୍ତନରେ ଭକ୍ତିମୟ ପରିବେଶ‪@OdiaKirtan‬ ‪@harinamkritan2476‬ ‪@abanipradhan‬ ‪@harikritanbhakti‬

ODISHA BHAKTI KRITAN Jagatsinghpur

0:00 / 0:00

ଭଜନ ଓ କୀର୍ତ୍ତନରେ ଭକ୍ତିମୟ ପରିବେଶ‪@OdiaKirtan‬ ‪@harinamkritan2476‬ ‪@abanipradhan‬ ‪@harikritanbhakti‬

428 просмотров · 9 дней назад
ODISHA BHAKTI KRITAN Jagatsinghpur
212 подписчиков
428 просмотров · 9 дней назад
🙏 ଜୟ ଜଗନ୍ନାଥ 🙏 ଆଜି ଆମେ ଜଗତସିଂହପୁର ଜିଲ୍ଲାର ପୋତାନଈ ଗ୍ରାମରୁ ସଂକୀର୍ତ୍ତନ ଭାଇମାନେ ପବିତ୍ର ଶ୍ରୀକ୍ଷେତ୍ର ପୁରୀକୁ ଆସିଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଭଜନ, ସଂକୀର୍ତ୍ତନ ଓ ହରିନାମରେ ନିଜକୁ ସମର୍ପିତ କରିବାର ଏହି ପବିତ୍ର ଅବସର। ❤️🙏 ଜୟ ଜଗନ୍ନାଥ 🙏 ଜୟ ବଳଭଦ୍ର 🙏 ଜୟ ମା ସୁଭଦ୍ରା 🙏 ଜୟ ସୁଦର୍ଶନ 🙏 🎶 ତ୍ରିନାଥ ଭଜନ ସନ୍ଧ୍ୟା ପରିଷଦ, ପୋତାନଈ 🎶 📍 ପୋତାନଈ, ଜଗତସିଂହପୁର, ଓଡ଼ିଶା