Перейти к содержимому

ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odia

Swasthya Plus Odia

0:00 / 0:00

ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr Smarajit Patnaik on Joint Pain Causes & treatment in Odia

275 007 просмотров · 5 лет назад
Swasthya Plus Odia
805 тыс. подписчиков
275 007 просмотров · 5 лет назад
#JointPain #DoctorAdvice #OdiaHealthTips ବୟସ ବଢ଼ିବା ସହ ଲୋକମାନଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇଥାଏ। ଆଣ୍ଠୁ ଓ ଗଣ୍ଠିରେ ଯନ୍ତ୍ରଣା ହେବା ସହିତ ଠିଆ ହେଲେ ବା ଚାଲିଲେ ଥକ୍କା ଲାଗିଥାଏ। ତେବେ ଏହି ଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କରିବା ନିତ୍ୟାନ୍ତ ଜରୁରୀ। ଏନେଇ ଡାକ୍ତର ସ୍ମରଜିତ ପଟ୍ଟନାୟକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଆଣ୍ଠୁଗଣ୍ଠି ବ୍ୟଥା ହେଲେ ଡରନ୍ତୁ ନାହିଁ (0:00) କାହିଁକି ହୁଏ ଆଣ୍ଠୁଗଣ୍ଠି ବ୍ୟଥା? (1:24) ଆଣ୍ଠୁଗଣ୍ଠି ବ୍ୟଥା ଜନିତ ରୋଗ (4:26) ଆଣ୍ଠୁଗଣ୍ଠି ବ୍ୟଥାର ନିରାକରଣ (7:24) ଆଣ୍ଠୁଗଣ୍ଠି ବ୍ୟଥାର ଚିକିତ୍ସା (11:18) କେମିତି ହୁଏ ଆଣ୍ଠୁ ପ୍ରତ୍ୟାରୋପଣ? (14:16) As people get older, they have more problems with their knees. Knee and joint pain can lead to fatigue when standing or walking. It is important to consult a doctor if such problems occur. So let’s find out what Dr. Smarajit Patnaik is saying. In this video, Don't be afraid of Knee and joint pain (0:00) Why does Knee and joint pain happen? (1:24) Knee and joint pain leads to arthritis (4:26) Knee and joint pain relief (7:24) Knee and joint pain treatment (11:18) How does a knee transplant happen? (14:16) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!