Saradiya Durga Puja 2026 Kharmunda, (Bijepur) @jasminphotography9701
JASMIN PHOTOGRAPHY
0:00 / 0:00
Saradiya Durga Puja 2026 Kharmunda, (Bijepur) @jasminphotography9701
727 просмотров · 5 дней назад
JASMIN PHOTOGRAPHY
146 подписчиков
727 просмотров · 5 дней назад
🌺🙏 ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଶୁଭେଚ୍ଛା 🙏🌺
ମା' ଦୁର୍ଗାଙ୍କ ଆଗମନରେ ଆମ ଖରମୁଣ୍ଡା ଧାମ ହୋଇଉଠିଛି ଭକ୍ତିମୟ ଓ ଆନନ୍ଦମୟ। ମା'ଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଭରିଯାଉ।
ଆସନ୍ତୁ, ଏହି ପବିତ୍ର ପର୍ବରେ ଆମେ ସମସ୍ତେ ଏକାଠି ହୋଇ ମା'ଙ୍କ ଆରାଧନା କରିବା ଏବଂ ଭାଇଚାରା, ଏକତା ଓ ଭକ୍ତିର ବନ୍ଧନକୁ ଆହୁରି ମଜବୁତ କରିବା।
ଜୟ ମା' ଦୁର୍ଗା! 🌺
ଶୁଭ ଶାରଦୀୟ ଦୁର୍ଗାପୂଜା!
#durgapuja #photography #jasminphotography #2026 #bijepur #bargarh #odisha #kalshyatra