Перейти к содержимому

🌧️ ସକାଳୁ ଏମିତି କ’ଣ ହେଲା? 😳 | ଭାଇ ଆଉ ମୁଁ ମିଶିକି କଲୁ Breakfast ❤️ | Daily Vlog | BAISU LIFESTYLE

BAISU LIFESTYLE

0:00 / 0:00

🌧️ ସକାଳୁ ଏମିତି କ’ଣ ହେଲା? 😳 | ଭାଇ ଆଉ ମୁଁ ମିଶିକି କଲୁ Breakfast ❤️ | Daily Vlog | BAISU LIFESTYLE

187 просмотров · 8 дней назад
BAISU LIFESTYLE
597 подписчиков
187 просмотров · 8 дней назад
🌧️ ସକାଳୁ ଏମିତି କ’ଣ ହେଲା? 😳 ବର୍ଷା ପାଗରେ ଆମ ଗାଁର ଏକ ସୁନ୍ଦର ସକାଳରୁ ଆରମ୍ଭ ହେଲା ଆଜିର ଏହି Daily Vlog। ❤️ ଆଜିର ଭିଡିଓରେ ମୋ ଆଉ ଭାଇ ମିଶିକି Breakfast କଲୁ, ଆଉ ମାମୁଁଙ୍କ ଝିଅର କିଛି cute ଓ ମଜାଦାର ମୁହୂର୍ତ୍ତ ମଧ୍ୟ ଏହି vlog ରେ ରହିଛି। 🥰🌧️ ଆମ ଗାଁର ଜୀବନ, ବର୍ଷା ପାଗ, ପରିବାର ସହିତ କାଟିଥିବା ଛୋଟ ଛୋଟ ଖୁସିର ମୁହୂର୍ତ୍ତ—ସବୁକିଛି ମିଶି ଏହି vlogଟି। 🌿❤️ ଭିଡିଓଟି ଭଲ ଲାଗିଲେ Like 👍 Comment 💬 ଓ Subscribe ❤️ କରିବାକୁ ଭୁଲିବେନି। Thank you so much for watching! ❤️ ଜୟ ଜଗନ୍ନାଥ 🙏❤️ BAISU LIFESTYLE #DailyVlog #OdiaYouTuber #VillageVlog #VillageLife #OdiaLifestyle #BaisuLifestyle