ଧୀରେ ଧୀରେ କମୁଛି ହୀରାକୁଦ ଜଳସ୍ତର। | Odisha Reporter
Odisha Reporter
0:00 / 0:00
ଧୀରେ ଧୀରେ କମୁଛି ହୀରାକୁଦ ଜଳସ୍ତର। | Odisha Reporter
3 992 просмотра · 8 часов назад
Odisha Reporter
2,98 млн подписчиков
3 992 просмотра · 8 часов назад
ଧୀରେ ଧୀରେ କମୁଛି ହୀରାକୁଦ ଜଳସ୍ତର। ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ଦୁଇ ଗେଟ୍। ଏବେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ପର୍ଯ୍ୟାୟକ୍ରମେ ହୀରାକୁଦର ଗେଟ୍ ବନ୍ଦ ପରେ ମହନଦୀରେ କମୁଛି ଜଳପ୍ରବାହ। ତେବେ ଅତ୍ୟଧିକ ଜଳପ୍ରବାହ ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। #HirakudDam #Hirakud #Mahanadi #FloodUpdate #Mundali #OdishaFlood #FloodSituation
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter