Перейти к содержимому

ଭାଙ୍ଗିଗଲା ୧୭୦ ବର୍ଷର ମନ୍ଦିର, ହଲିଲେନି ହନୁମାନ! | Ujjain Khade Hanuman | Argus Digital

Argus Digital

0:00 / 0:00

ଭାଙ୍ଗିଗଲା ୧୭୦ ବର୍ଷର ମନ୍ଦିର, ହଲିଲେନି ହନୁମାନ! | Ujjain Khade Hanuman | Argus Digital

148 020 просмотров · 16 часов назад
Argus Digital
1,33 млн подписчиков
148 020 просмотров · 16 часов назад
ଉଜୈନ୍‌ର ପ୍ରସିଦ୍ଧ ଖଡ଼େ ହନୁମାନ ମନ୍ଦିରକୁ ରାସ୍ତା ପ୍ରଶସ୍ତିକରଣ ପାଇଁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିରର ବାହ୍ୟ ଢାଞ୍ଚା ଭାଙ୍ଗି ଦିଆଯାଇଥିବା ବେଳେ, ପ୍ରାଚୀନ ହନୁମାନଙ୍କ ପ୍ରତିମାକୁ ହଟାଇବା ପାଇଁ ଚାଲିଛି ଚେଷ୍ଟା। କୁରାଢ଼ି, ସାବଳ ଓ ମେସିନ୍‌ରେ ଖୋଳାଖୋଳି କରାଯାଇଥିଲେ ମଧ୍ୟ ପ୍ରତିମାକୁ ହଟାଇବା କଷ୍ଟକର ହୋଇଛି। ଏହି ଦୃଶ୍ୟ ଦେଖି ଭକ୍ତମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ଓ ଭକ୍ତିର ଭାବନା ସୃଷ୍ଟି ହୋଇଛି। ୨୦୨୮ ସିଂହସ୍ଥ କୁମ୍ଭ ମେଳା ପାଇଁ ଉଜୈନ୍‌ରେ ଚାଲିଥିବା ପ୍ରସ୍ତୁତି ମଧ୍ୟରେ ଏହି ଘଟଣା ଏବେ ଚର୍ଚ୍ଚାରେ। ସମ୍ପୂର୍ଣ୍ଣ ଘଟଣା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ। #Ujjain #KhadeHanuman #Hanuman #HanumanTemple #UjjainNews #MadhyaPradesh #SimhasthaKumbh #KumbhMela #HanumanIdol #TempleNews #DevotionalNews #IndiaNews #ViralNews #ViralVideo #ArgusDigital ► Subscribe Now: http://tiny.cc/2cqk001🔔 Stay updated! Follow us on Instagram :   / argustvdigital   Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things. To stay updated on-the-go, Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook:   / argustvdigital   Youtube-   / @argusdigital.official   Instagram:   / argustvdigital