Перейти к содержимому

ଏମିତି ବନାନ୍ତୁ ଓଡିଶା ପ୍ରସିଦ୍ଧ ଛେନାପୋଡ଼ | Traditional ମିଠାଈ | ବିନା Oven ରେ | #odishatrending

Odisha Kitchen

0:00 / 0:00

ଏମିତି ବନାନ୍ତୁ ଓଡିଶା ପ୍ରସିଦ୍ଧ ଛେନାପୋଡ଼ | Traditional ମିଠାଈ | ବିନା Oven ରେ | #odishatrending

98 291 просмотр · 2 месяца назад
Odisha Kitchen
2,52 тыс. подписчиков
98 291 просмотр · 2 месяца назад
ନମସ୍କାର ଦର୍ଶକ ବନ୍ଧୁ,ମୁଁ ହେଲି ଅପଣଂକ ପ୍ରିୟ Mamuni,ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ ଓ ସୁଖମୟ ଥିବେ. ମୁଁ ଆଜି ବନାଇଛି ଏମିତି ବନାନ୍ତୁ କଞ୍ଚା ମାଛ ମୁଣ୍ଡ ଦିଆ ଡାଲମା | Mutton ଆଉ Chiken ଖିଆ ଭୁଲିଯିବେ ସାଧାରଣତଃ ଲୋକ ଏହାକୁ market ରୁ ahi saga କିଣି କରି ଖାନ୍ତି. But ଆଜି ମୁଁ ଆପଣ ମାନଙ୍କୁ ଦେଶୀ style re କେମିତି tasty ଆଉ healthy ବନାଇ ସମସ୍ତଙ୍କୁ ଖୁଆଇବେ ଆସନ୍ତୁ ଜାଣିବା. Taste ଏତେ ଭଲ କି apanaku ଦେଖିକି ଭୋକ ଲାଗିଯିବ. ଏହାକୁ ଆପଣ ଭାତ , ରୁଟି re ଖାଇ ପାରିବେ. ବନେଇବା ବହୁତ ସହଜରେ ଆଉ simple. Aau ଅଳ୍ପ ମିନିଟ re ଭି ହେଇ ଯିବା. ଭିଡ଼ିଓ ଟିକୁ start ରୁ end ପର୍ଯ୍ୟନ୍ତ ଦେଖିଲେ ଆପଣ ଜାଣି ପାରିବେ ମୁଁ kate ସହଜରେ ଆଉ ଅଳ୍ପ time re ବନେଇଛି. ଏମିତି ବନାନ୍ତୁ କଞ୍ଚା ମାଛ ମୁଣ୍ଡ ଦିଆ ଡାଲମା | Mutton ଆଉ Chiken ଖିଆ ଭୁଲିଯିବେ ପୁରା ସହଜରେ ଆଉ ବିନା ଟେନସନ re ବନାଇ ପାରିବେ.ଆଉ କିଛି ଅଧିକା ମସଲା ଭି ଦରକାର ହୁଏନି. ଭିଡ଼ିଓ re ମୁଁ ସବୁ ingredients saha kate ବେଳେ କଣ ସବୁ ପକେଇବେ ଆଉ kate ପରିମାଣ re ପକେଇବେ ସେ ସବୁ mention କରିଛି. ଯଦି ଆପଣଙ୍କୁ ଆଜିର video ଟେ bhala ଲାଗିଲା ତ ପକ୍କା କମେଣ୍ଟ କରି ଜଣାନ୍ତୁ. ଆଉ next ଭିଡ଼ିଓ re ଆପଣ ଖାଇବା re କଣ ପସନ୍ଦ କରନ୍ତି ଦୟାକରି କମେଣ୍ଟ re kuhantu. #odisha #odishatrending #cookingchannel #homechefodisha #homechef #cooking #cookingtips ଦୟାକରି Like, Subscribe, comment ଆଉ right side re ଥିବା Bell Icon press କରିବା ପାଇଁ ଜମାରୁ ଭୁଲନ୍ତୁନି. #odisha #odishatrending #shortvideo ଯଦି Apanaku କିଛି Doubt ଅଥବା କିଛି ପ୍ରଶ୍ନ ଥାଏ ତ please drop ଏ mail at asmamunipradhan@gmail.com #cookingchannel #cooking #cookingtips #homechef #homechefodisha #rendingvideo #odisha #odishatrending #shortvideo Aau Instagram re follow କରିବା ପାଇଁ ଜମାରୁ ଭୁଲିବେନି I'd @odisha_kitchen_ Thank you ❤️ Apanaka ପ୍ରିୟ ଚାଁନେଲ #Odisha kitchen.