Перейти к содержимому

ଯୋଗ୍ୟ ବାପା ର ଅଯୋଗ୍ୟ ପୁଅ।। Jogya bapa ra ajogy pua।। Odia short film।। Suahil alok production

Sushil Alok Production

0:00 / 0:00

ଯୋଗ୍ୟ ବାପା ର ଅଯୋଗ୍ୟ ପୁଅ।। Jogya bapa ra ajogy pua।। Odia short film।। Suahil alok production

1 648 просмотров · 2 месяца назад
Sushil Alok Production
1,06 тыс. подписчиков
1 648 просмотров · 2 месяца назад
ଯୋଗ୍ୟ ବାପା ର ଅଯୋଗ୍ୟ ପୁଅ।। Jogya bapa ra ajogy pua।। Odia short film।। Suahil alok production. . . . Jay Jagannath ~ ଯୋଗ୍ୟ ବାପା ର ଅଯୋଗ୍ୟ ପୁଅ ~• (CHANEL)PRESENTED BY :-SUSHILALOKPRODUCTION DIRECTOR :-N. K SOMU CASTING :- ALOK, RAKESH, RUDRA PRODUCER :- EDIT SUSHIL @14 CAMERA & COLOUR :-MAJHI BABU (GUDU) CHANNEL :-SUSHIL ALOK PRODUCTION ARTIST :-DEEPAK(ନାଲି ଠୋପା), SUSHANTAAAA, RUDRA PRASAD, RAKESH, AKASH, ALOK, RAJA, ADITYA, GULU SPECIAL PHOTOGRAPHY :-SIBUNU, GUDU CHANNEL HEAD :-EDIT SUSHIL @14 MANAGEMENT :-ALOK KUMAR PAL. . . . Well come to sushil alok production, ଏହି ଭିଡିଓ ଟି ସମାଜ ରେ ଦେଖା ଯାଉ ଥିବା କିଛି ପାରିବାରିକ ସମସ୍ୟା କୁ ନେଇକି ଦେଖା ଯାଉଥିବା କିଛି ବିଶୃଙ୍ଖଳିତ ବ୍ୟବହାର ଏବଂ ଶିକ୍ଷା ର ଅସଦାଚରଣ କୁ ଦୃଢ଼ କରିବା ପାଇଁ ଆମ ର ଏହି ଭିଡିଓ ମାଧ୍ୟମ ରେ ସମାଜ କୁ ଛୋଟ କାହାଣୀ ସହାୟତା ରେ ଠିକ ଭାବରେ ପାରିବାରିକ ସମସ୍ୟା କୁ କିପରି ସମ୍ମାନ ଦେବା ଆମର ଗୋଟିଏ ଛୋଟିଆ ପ୍ରଚେଷ୍ଟା। ତେଣୁ ଏହି କାହାଣୀ ଟି ହଉଚି "ଯୋଗ୍ୟ ବାପା ର ଅଯୋଗ୍ୟ ପୁଅ " ଯାହାକି କାହାଣୀ ଆରମ୍ଭ ରେ ଦେଖା ଯାଇଛି କିପରି ମଧ୍ୟମ ଧରଣ ର ପରିବାର ରେ ଟ୍ରେନ ଦୁର୍ଘଟଣା ରେ ମା' ମୃତ୍ୟୁ ର କିଛି ବର୍ଷ ପରେ ବାପା ଛୋଟ ପୁଅ ମାନଙ୍କ ଅଳି ଅଝଟ କୁ ପାରିବାରିକ ସମସ୍ୟା ଭିତରେ ମଧ୍ୟ ଛୋଟ ଦୋକାନ ଟିଏ କରିକି ପୂରଣ କରିଛି ସେ ଦୃଶ୍ୟ ଦେଖା ଯାଇଛି, ଯାହାକି କିଛି ବର୍ଷ ବିତିଗଲା ପରେ ପିଲା ମାନେ ବଡ଼ ହେଇଛନ୍ତି ଏବଂ ସମୟ ଅନୁସାରେ ପିଲା ମାନଙ୍କ ର ଆହୁରି ଦାୟିତ୍ୱ ଏବଂ ସେବା ବାପା ପାଇଁ ବହୁତ ଜରୁରୀ ହେଇପଡ଼ିଛି, କିନ୍ତୁ କାହାଣୀ ର Titel ଯେହେତୁ "ଯୋଗ୍ୟ ବାପାର ଅଯୋଗ୍ୟ ପୁଅ "ରଖା ଯାଇଛି ବୁଦ୍ଧଧି ମଧ୍ୟ ସେହିଭଳି ଭାବରେ ଦେଖାଯାଇଛି।ସାନ ପୁଅ ର କଲେଜ ଖର୍ଚ୍ଚ ତଥା ବଡ଼ ପୁଅ ର କିଛି ବ୍ୟବସାୟ କୁ ନେଇକି ଟଙ୍କା ର ଆବଶ୍ୟକ ଭିତରେ ବୁଢ଼ା ବାପା ଟି ବହୁତ ହଇରାଣ କରିଛି ଏବଂ ବାପା ବହୁତ କଷ୍ଟରେ ଟଙ୍କା ଆଣିକି ଦେଲା ପରେ ମଧ୍ୟ ଦୁଇ ପୁଅ ଟଙ୍କା ର ମୂଲ୍ୟ ନ ବୁଝି ଅବାଟ କୁ ଦୁହେଁ ଚାଲିଯାଇଛନ୍ତି, ତେଣୁ ଏହି ଅଭାବ ଅନଟନ ଭିତରେ ମା ଗଲା ପରେ ବାପା ଟି ବହୁତ କଷ୍ଟରେ ନିଜର ପରିବାର ର ଭରଣ କରି ଚାଲିଛି ଶେଷ ଦୃଶ୍ୟ ରେ ଦେଖା ଯାଇଛି ଯେ ପୁଅ ମାନେ ଠିକ ସମୟରେ ବାପା ର ସାଥ ଛାଡି ଦେଇ ମଧ୍ୟ ପୁଣି ଟଙ୍କା ମାଗିବାକୁ ଆସିଥିଲେ କିନ୍ତୁ, ବାପା ପୂର୍ବ ରୁ ଜମିବାଡ଼ି ପଟା ପାତ୍ର ଓକିଲ ପାଖରେ ଜମା କରି ଟଙ୍କା ଦେଇଛି ବୋଲି କହିଥିଲା କିନ୍ତୁ ପ୍ରକୃତ ରେ ସେଇଟା ସେମାନଙ୍କ ମା କୁ ଟ୍ରେନ ଦୁର୍ଘଟଣା ରେ ମିଳଳି ଥିବା ସହାୟତା ଟଙ୍କା ଥିଲା। ତେଣୁ ମୁଣ୍ଡ ଭିତରେ ଏସବୁ କଥା ଚିନ୍ତା କରି କରି ନିଜକୁ ସେ ହରାଇ ଦେଇଛନ୍ତି । ତେଣୁ ସେ ନିଜ ପିଲା ମାନେ କିପରି ଭବିଷ୍ୟତ ରେ ହାଇରାଣ ନ ହୁଅନ୍ତୁ ସେହିପରି ସେ ଜମିବାଡ଼ି ପଟା ଓକିଲ ପାଖରେ ଦାଖଲ କରି ପିଲା ମାନଙ୍କ ଭବିଷ୍ୟତ ରେ କାମ ରେ ଲାଗିବ ବୋଲି ସେ ଆଗୁଆ ଚିନ୍ତା କରି ଓକିଲ କୁ ଦେଇଦେଇଥିଲେ ତାଙ୍କ ପିଲା ମାନଙ୍କୁ ଦେଇଦେବା ପାଇଁ କିନ୍ତୁ ଏହି ଦୃଶ୍ୟ ରେ ଦେଖା ଯାଇଛି ଯେ ଶେଷ ସମୟରେ ମଧ୍ୟ ବାପା ଙ୍କ ପାଖରେ ଛିଡା ହବାକୁ କେହି ନଥିଲେ, ଶେଷ ସମୟରେ ସାନ ପୁଅ ଏସବୁ ବୁଝି ବାପା ଙ୍କ ଅନ୍ତିମ ସଂସ୍କାର କରି ଓକିଲ ଙ୍କ ପାଖରୁ ବାପା ଙ୍କ ପରିଶ୍ରମ ର ମୂଲ୍ୟ ବୁଝି ସେ ନିଜ କୁ ଧିକାର କରିଛି। ବଡ଼ ପୁଅ ର ଭୂମିକା ଏହିପରି କିଛି ଥିଲା ଯାହାକି ସାଙ୍ଗ ସାଥି ମେଳ ରେ ଜୁଆ ଖେଳି ବାପା ଅର୍ଜିତ ସମସ୍ତ ଟଙ୍କା କୁ ସେ ସରେଇ ଦେଇଥିଲା। . . . କାହାଣୀ ର ନୀତିଶିକ୍ଷା :- ଆଜିକାଲି କା ଦୁନିଆ ରେ ନିଜର ବୋଲି ସେମିତି କେହି ନାହାନ୍ତି ଆଜ୍ଞା, ତେଣୁ ଏହି କାହାଣୀ ଟିକୁ ଧ୍ୟାନ ଦେଲେ ଜଣା ଯାଇଛି ଯେ କିପରି ଗୋଟିଏ ମାଧ୍ୟମ ଧରଣ ର ପରିବାର ଭିତରେ ବାପା ଙ୍କ ମୂଲ୍ୟ ନ ବୁଝି କେବଳ କିପରି ଟଙ୍କା କୁ ଶୋଷଣ କରାଯିବ ଏବଂ ସମୟ ଓ ପରିସ୍ଥିତି କୁ ନ ବୁଝି ସବୁରି ମୂଳ ରେ କିପରି ଟଙ୍କା ପାଇବା ର ଆଶା। ତେଣୁ ଆମ Team ପକ୍ଷ ରୁ ଏହି ଭିଡ଼ିଓ ମାଧ୍ୟମରେ ଆମେ ସମାଜ କୁ ସ୍ପଷ୍ଟ ଭାବରେ ଜଣାଇ ଦେବାକୁ ଚାହୁଁଚୁ କି ସବୁବେଳେ ପରିଶ୍ରମୀ ହୁଅ ବାପା ଙ୍କ ବୋଝ କୁ ନିଜେ ଉଠାଇବା ର ତାକତ ରଖ ଯାହାକି ବାପା ଉପରେ ବୋଝ ହୋଇ ନୁହେଁ ବାପା ଙ୍କ ବୋଝ କୁ ହାଲୁକା କରି କିପରି ନିଜ ପରିବାର ରେ ଶାନ୍ତି ର ବାର୍ତ୍ତାବହ ଦେଖା ଦେବ ସେହିଭଳି କିଛି କର ମୋ ଭାଇ। ତେଣୁ ସବୁବେଳେ ଚିନ୍ତା କରିବା ଉଚିତ ଯେ, ନିଜ ବାପା ଅର୍ଜିତ ସମ୍ପତ୍ତି ରେ ନିଜେ ଜୀବନ ଯାକ ଅର୍ଜନ କାଇଁ ରଖିଥିବା ସମ୍ପତ୍ତି କୁ କିପରି ଆଗକୁ କରିବା ଆଉ ତା ନୁହେଁ ଯେ, ବାପା ଙ୍କ ସମ୍ପତ୍ତି କୁ ସମାପ୍ତ କରି ଦେବା। ସବୁବେଳେ ବାପା ଅର୍ଜିତ ସମ୍ପତ୍ତି ଠାରୁ ନିଜେ ଅଧିକ ଅର୍ଜନ କରିବାର ଆଶା ରଖ। ତେଣୁ ଆମ କତୃପକ୍ଷ ରୁ ସୂଚନା ଯେ,ଏହି ଭଳି ଭାବରେ ଲାଗିଥିବା କିଛି ଅସୁବିଧା କୁ ଦୂରୀଭୂତ କରିବା ଏବଂ ସମାଜ ରେ ଏବଂ ନିଜ ପରିବାର ରେ ଶାନ୍ତି ରେ ବସବାସ କରିବା ଆରମ୍ଭ କର। ସବୁବେଳେ ନିଜ ବାପା ମା "ଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କର ଯେତେ ଦିନ ସେମାନେ ଏଇ ଦୁନିଆ ରେ ଅଛନ୍ତି ପ୍ରକୃତ ଭଗବାନ କୋଉ ମନ୍ଦିର କିମ୍ବା ବଡ଼ ବଡ଼ ମଠ ରେ ନ ଥାନ୍ତି ନିଜ ବାପା ମା "କୌଣସି ଭଗବାନ ଙ୍କ ଠାରୁ କମ ନୁହଁନ୍ତି। ତେଣୁ ସବୁବେଳେ ବାପା ମା "ଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କର ଏହି ଛୋଟ ଦୁନିଆ ଭିତରେ ଆଜି ଅଛ କାଲି ନଥାଇ ପାର ମୋ ମିତ୍ର। ❤️ . . . Love you 𝗕𝗔𝗣𝗔 😘❤️🫶 .. .. .. .. ସମସ୍ତି ଙ୍କୁ ଅନୁରୋଧ ରହିଲା ଭିଡ଼ିଓ ଟି ଶେଷ ପର୍ଯ୍ୟନ୍ତ ଉପଭୋଗ କରି କିପରି ଲାଗିଲା କମେଣ୍ଟ ରେ ନିଶ୍ଚୟ ନିଜ ର ମତାମତ ରଖିବେ, ଆଶା କରୁଛି ଭିଡ଼ିଓ ଟି ସମସ୍ତିଙ୍କୁ ଭଲ ଲାଗିଥିବ ସମାଜ ମାଧ୍ୟମରେ ଛୋଟିଆ ବାର୍ତ୍ତା ଟିଏ ଆମ Chanel ତରଫରୁ।ଭିଡ଼ିଓ ବହୁତ ଲେଟ ରେ ଆସିଥିବାରୁ ଆମେ ଦୁଃଖିତ ତେଣୁ ଆପଣ ମାନଙ୍କ ସହୃଦୟ ରୁ କ୍ଷମା କରିଦେବେ। ଆଗକୁ ଆଉ କେଉଁ ଉପରେ ଭିଡ଼ିଓ ଆସିବ ନିଶ୍ଚୟ ଜଣାଇବେ।ଭଲ ଲାଗିଲେ ନିଶ୍ଚୟ like, share, comment & subscribe କରିବେ। ଧନ୍ୟବାଦ ~ . . . ~ ଜୟ" ଜଗନ୍ନାଥ ସ୍ୱାମୀ "ନୟନ ପଥ ଗାମୀ, ଭବ ତୁମେ,ଭବ,ତୁମେ ଭବ ତୁମେ।।🙏 . . . . . . 𝗧𝗛𝗜𝗦 "𝗢𝗗𝗜𝗔 𝗦𝗛𝗢𝗥𝗧 𝗠𝗢𝗩𝗘 "𝗔𝗥𝗥𝗘𝗡𝗚𝗘𝗗 𝗕𝗬 👉@𝗦𝘂𝘀𝗵𝗶𝗹𝗮 𝗔𝗹𝗼𝗸 𝗣𝗿𝗼𝗱𝘂𝗰𝘁𝗶𝗼𝗻. . . . ଯୋଗ୍ୟ ବାପା ର ଅଯୋଗ୍ୟ ପୁଅ। #viraltrendvideo #newalbumvideo #odiashortmovie #odiamovie #sushilalokproduction #jogybaparaajogypua #newstory . . . . Copy right notice :- This video is created for storytelling and entertainment purposes only. All rights to the original content belong to their respective owners. Any images, music, or clips used (if any) are either licensed, royalty-free, used with permission, or used under the principles of Fair Use (Section 107 of the Copyright Act) for purposes such as commentary, education, criticism, and entertainment.