Перейти к содержимому

🌿 କେନ୍ଦୁଝରର ଖଣ୍ଡାଧାର ଜଳପ୍ରପାତ .... 😍 | Khandadhar Waterfall Vlog | #shorts #odiavlog #viralvideo

Sujilife и Jagannaatha-creative

0:00 / 0:00

🌿 କେନ୍ଦୁଝରର ଖଣ୍ଡାଧାର ଜଳପ୍ରପାତ .... 😍 | Khandadhar Waterfall Vlog | #shorts #odiavlog #viralvideo

82 просмотра · 13 дн. назад
Sujilife и Jagannaatha-creative
82 просмотра · 13 дн. назад
🌿 କେନ୍ଦୁଝରର ଖଣ୍ଡାଧାର ଜଳପ୍ରପାତ .... 😍 | Khandadhar Waterfall Vlog | #shorts #odiavlog #viralvideo 🙏 ଜୟ ଜଗନ୍ନାଥ 🙏❤️ ନମସ୍କାର ବନ୍ଧୁମାନେ! 🙏 ଆଜିର ଏହି ଭିଡିଓରେ ଆମେ ବୁଲିବାକୁ ଯାଇଥିଲୁ ଓଡ଼ିଶାର ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଖଣ୍ଡାଧାର ଜଳପ୍ରପାତ 🌿💦 ପାହାଡ଼, ସବୁଜ ଜଙ୍ଗଲ ଆଉ ଝରଣାର ମନୋରମ ଦୃଶ୍ୟ ଆମ ମନକୁ ଖୁସିରେ ଭରିଦେଲା। ❤️ ଏହି ଭିଡ଼ିଓରେ ଆପଣମାନେ ଆମର ଯାତ୍ରା ଏବଂ ବୁଲାବୁଲିର କିଛି ସୁନ୍ଦର ମୁହୂର୍ତ୍ତ ଦେଖିବାକୁ ପାଇବେ। ଆମ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଦୈନନ୍ଦିନ ଜୀବନର ଏମିତି ମଜାଦାର ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ SUBSCRIBE କରନ୍ତୁ। ❤️ 👍 ଭିଡ଼ିଓଟି ଭଲ ଲାଗିଲେ LIKE କରନ୍ତୁ। 💬 ଆପଣଙ୍କ ମତାମତ COMMENT କରି ଜଣାନ୍ତୁ। 🔔 ନୂଆ ଭିଡ଼ିଓର ଅପଡେଟ୍ ପାଇବା ପାଇଁ BELL ICON ଦବାଇବାକୁ ଭୁଲନ୍ତୁ ନାହିଁ। ଆପଣମାନଙ୍କ ଭଲପାଇବା ହିଁ ଆମର ପ୍ରେରଣା। ❤️🙏 ଧନ୍ୟବାଦ! ଜୟ ଜଗନ୍ନାଥ! 🙏 #KhandadharWaterfall #OdiaVlog #Keonjhar #OdishaTourism #OdiaVlogger #TravelVlog #DailyVlog #NatureLovers #ଓଡ଼ିଆଭ୍ଲଗ୍ #ଖଣ୍ଡାଧାରଜଳପ୍ରପାତ