କାହିଁକି ନିର୍ବାଚନ କମିଶନଙ୍କ ଓକିଲାତି କରୁଛି ବିଜେପି? Katha Sutra | Episode - 31 | Debendra Prusty |
Janagana TV
0:00 / 0:00
କାହିଁକି ନିର୍ବାଚନ କମିଶନଙ୍କ ଓକିଲାତି କରୁଛି ବିଜେପି? Katha Sutra | Episode - 31 | Debendra Prusty |
31 просмотр · 14 часов назад
Janagana TV
1,81 тыс. подписчиков
31 просмотр · 14 часов назад
କାହିଁକି ନିର୍ବାଚନ କମିଶନଙ୍କ ଓକିଲାତି କରୁଛି ବିଜେପି? Katha Sutra | Episode - 31 | Debendra Prusty |
ନିର୍ବାଚନ କମିଶନଙ୍କୁ ନେଇ ଦେଶର ରାଜନୀତିରେ ତୀବ୍ର ଚର୍ଚ୍ଚା। ନିର୍ବାଚନ ପ୍ରକ୍ରିୟା, ଭୋଟର ତାଲିକା ଓ SIRକୁ ନେଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ବିଜେପି କମିଶନଙ୍କ ପକ୍ଷରେ ଦୃଢ଼ ଭାବେ ଠିଆ ହୋଇଛି। କାହିଁକି ନିର୍ବାଚନ କମିଶନଙ୍କ ସପକ୍ଷରେ ବିଜେପି? ବିରୋଧୀଙ୍କ ଅଭିଯୋଗ ପଛରେ କ'ଣ ରାଜନୀତି? ନିର୍ବାଚନ କମିଶନଙ୍କ SIR ପ୍ରକ୍ରିୟାକୁ ନେଇ ବିବାଦ କେତେ ଦୂର? ଏହି ସବୁ ପ୍ରଶ୍ନର ରାଜନୈତିକ ଦିଗ ଉପରେ ଆଜିର ‘କଥା ସୂତ୍ର’ରେ ଆଲୋଚନା।
#KathaSutra #DebendraPrusty #ElectionCommission #BJP #ECI #IndianPolitics #ElectionNews #SIR #Politics
For Business Enquiries:
Email: janaganatv@gmail.com
Like | Share | Comment | Subscribe
#JanaganaTV #OdiaNews #OdishaNews #BreakingNews #LatestNews