Gita Gobinda Rasia।। odia bhajan।। Live singing by Bhagyashree Sahoo
BHAGYASHREE OFFICIAL
0:00 / 0:00
Gita Gobinda Rasia।। odia bhajan।। Live singing by Bhagyashree Sahoo
3 930 просмотров · 1 год назад
BHAGYASHREE OFFICIAL
8,68 тыс. подписчиков
3 930 просмотров · 1 год назад
ଏହି ଗୀତ ଟି ଯଦି ଆପଣମାନଙ୍କ ହୃଦୟ କୁ ଛୁଇଁ ଥାଏ ତେବେ ମୋ youtube channel ଟି କୁ subscribe କରିବା ସହିତ like, share, comment କରିବାକୁ ଜମା ବି ଭୁଲିବେନି। ମୁଁ ଛୋଟ କଳାକାର ଟିଏ।🙏🙏 ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି।🙏❤️ ଯଦି ମୋ ଗାଇକି ରେ କିଛି ତ୍ରୁଟି ଥାଏ, ମୋତେ ଆପଣମାନେ କ୍ଷମା କରିଦେବେ।🙏🙏 ଜୟ ଜଗନ୍ନାଥ।🙏❤️❤️❤️
ଆପଣମାନେ ମୋତେ ଏବଂ ଆମ ଶ୍ରୀକ୍ଷେତ୍ର ଭଜନ ମଞ୍ଚ ପରିବାର ର ସମସ୍ତ କଳାକାର ଭାଈ ମାନଙ୍କ ବାଦ୍ୟଯନ୍ତ୍ର ପରିବେଷଣ କୁ ବହୁତ୍ ପସନ୍ଦ କରିଛନ୍ତି ଏବଂ ଭଲ ପାଇବା ଦେଇଆସିଛନ୍ତି , ଏବଂ ଆଗକୁ ସେମିତି ଆଶୀର୍ବାଦ ଓ ଭଲ ପାଇବା ଦେବେ ବୋଲି ମୋର ଆଶା ଓ ବିଶ୍ବାସ।🙏😊❤️
Bhajan - gita Govinda rasia
Live singing By - Bhagyashree sahoo
Group name - Srikhetra bhajan mancha Cuttack
Contact number - 9937531109
#Rasiagitagovindarasia #Bhagyashreesahoo #LivesinngingbyBhagyashreesahoo #Srikhetrabhajanmanchacuttack