ପାଠ ପଢିବା ପାଇଁ ହୋଟେଲ ରେ ବାସନ ମାଜିଲେ || ବୈଲୋଚନ ଜୁଆଙ୍ଗ || Keonjhar || Help India Odisha
HELP INDIA ODISHA
0:00 / 0:00
ପାଠ ପଢିବା ପାଇଁ ହୋଟେଲ ରେ ବାସନ ମାଜିଲେ || ବୈଲୋଚନ ଜୁଆଙ୍ଗ || Keonjhar || Help India Odisha
71 просмотр · 1 месяц назад
HELP INDIA ODISHA
19,7 тыс. подписчиков
71 просмотр · 1 месяц назад
𝗛𝗲𝗹𝗽 𝗜𝗻𝗱𝗶𝗮 𝗧𝗲𝗮𝗺 𝗣𝗿𝗼𝘃𝗶𝗱𝗲 𝗮𝗹𝗹 𝗦𝘁𝘂𝗱𝘆 𝗺𝗮𝘁𝗲𝗿𝗶𝗮𝗹 𝗮𝗹𝗼𝗻𝗴 𝘄𝗶𝘁𝗵 𝗻𝗲𝗰𝗲𝘀𝘀𝗮𝗿𝘆 𝗶𝘁𝗲𝗺𝘀 𝘁𝗼 𝗕𝗮𝗶𝗹𝗼𝗰𝗵𝗮𝗻 𝗝𝘂𝗮𝗻𝗴𝗮 , 𝗳𝗿𝗼𝗺 𝗞𝗲𝗼𝗻𝗷𝗵𝗮𝗿 , 𝗢𝗱𝗶𝘀𝗵𝗮. 𝗡𝗼𝘄 𝗵𝗲 𝗴𝗲𝘁 𝗮𝗱𝗺𝗶𝘀𝘀𝗶𝗼𝗻 𝗶𝗻 𝗕𝗝𝗕 𝗰𝗼𝗹𝗹𝗲𝗴𝗲, 𝗕𝗕𝗦𝗥
ନାମ - ବୈଲୋଚନ ଜୁଆଙ୍ଗ , ଠିକଣା - ଗୋନାଶିକା, ଜିଲ୍ଲା - କେନ୍ଧୁଝର, ଓଡିଶା | ପାଠ ପଢିବା ପାଇଁ 15 km ଜଙ୍ଗଲ ପାଦ ଚଲା ରାସ୍ତାରେ ଚାଲି ଚାଲି, ହୋଟେଲ ରେ ବାସନ ମାଜି , କେନ୍ଧୁଝର D.D College ରୁ 83% ମାର୍କ ରଖି +2 ରେ ଉତ୍ରିନ ହୋଇ ଥିଲା ବୈଲୋଚନ ଜୁଆଙ୍ଗ +3 ପଠା ପଢିବା ପାଇଁ ଅର୍ଥ ସାଜିଥିଲା ବାଧକ | ବୈଲୋଚନ ପାଠ ପଢିବା ପାଇଁ ସହଯୋଗ ର ହାତ ବଢାଇ ଛି ହେଲ୍ପ ଇଣ୍ଡିଆ ଟିମ | 3 ବର୍ଷ ପାଠ ପଢିବା ପାଇଁ ଯାହା ଆବଶ୍ୟକ ସହଯୋଗ ପାଇଁ ହେଲ୍ପ ଇଣ୍ଡିଆ ଟିମ ତରଫରୁ ପ୍ରତିଶୃତି ଦିଆଯାଇଛି | ଧନ୍ୟବାଦ ହେଲ୍ପ ଇଣ୍ଡିଆ ସଦସ୍ୟ ଶୁଭଶ୍ରୀ ମାଡାମ, କଳ୍ପନା ମାଡାମ, ହରେକୃଷ୍ଣ ଭାଇ ଓ ରାଜୀବ ଭାଇ ଆପଣ ମାନଙ୍କ ସହଯୋଗ ପାଇଁ ବୈଲୋଚନ ମୁହଁରେ ଖୁସି ଫେରିପାରିଛି |
#helpindiateam #helpindia #helpindiaodisha #Keonjhar #keonjharnews #bailochan #bailochanjuanga #StudyHelp #News18Odia #CMOOdisha #PMOIndia #educationhelp #Bhubaneswar #Odisha #vairalpost