𝗞𝗮𝘁𝗶𝗱𝗲𝗹𝗮 𝗠𝗼 𝗗𝗶𝗹 𝗥𝗶𝗯𝗮𝗻𝗳𝗶𝘁𝗮||କାଟିଦେଲା ମୋ ଦିଲ୍ ରିବନଫିତା || 𝗦𝘁𝘂𝗱𝗶𝗼 𝗩𝗲𝗿𝘀𝗼𝗻|| 𝗔𝘀𝗲𝗲𝗺𝗮 𝗣𝗮𝗻𝗱𝗮 & 𝗦 J𝗶𝘁𝘂|
7beats heaaven
0:00 / 0:00
𝗞𝗮𝘁𝗶𝗱𝗲𝗹𝗮 𝗠𝗼 𝗗𝗶𝗹 𝗥𝗶𝗯𝗮𝗻𝗳𝗶𝘁𝗮||କାଟିଦେଲା ମୋ ଦିଲ୍ ରିବନଫିତା || 𝗦𝘁𝘂𝗱𝗶𝗼 𝗩𝗲𝗿𝘀𝗼𝗻|| 𝗔𝘀𝗲𝗲𝗺𝗮 𝗣𝗮𝗻𝗱𝗮 & 𝗦 J𝗶𝘁𝘂|
8 761 просмотр · 5 дней назад
7beats heaaven
2,09 тыс. подписчиков
8 761 просмотр · 5 дней назад
𝗣𝗿𝗲𝘀𝗲𝗻𝘁𝗶𝗻𝗴 𝗮 𝗯𝗲𝗮𝘂𝘁𝗶𝗳𝘂𝗹 𝗡𝗲𝘄 𝗢𝗱𝗶𝗮 𝗔𝗹𝗯𝘂𝗺 𝗦𝗼𝗻𝗴 𝟮𝟬𝟮𝟲 𝗳𝗶𝗹𝗹𝗲𝗱 𝘄𝗶𝘁𝗵 𝗹𝗼𝘃𝗲, 𝗥𝗼𝗺𝗮𝗻𝗰𝗲 𝗮𝗻𝗱 𝗗𝗷 𝗦𝗼𝗻𝗴. ଏହି ସୁନ୍ଦର ଓ ମନଛୁଆଁ ଓଡ଼ିଆ ଆଲବମ୍ ଗୀତଟିରେ ରହିଛି ପ୍ରେମ, ରୋମାନ୍ସ ଓ ମନର ଭାବନା। 💕🎧
♪: 𝟳𝗕𝗲𝗮𝘁𝘀 𝗛𝗲𝗮𝗮𝘃𝗲𝗻 𝗣𝗿𝗲𝘀𝗲𝗻𝘁𝘀
♪: 𝗨𝗻𝗶𝘁 𝗢𝗳 𝗞𝗮𝗹𝗶𝗻𝗴𝗮 𝗦𝘂𝘁𝘂 𝗖𝗿𝗲𝗮𝗮𝘁𝗶𝗼𝗻
🎵: 𝗦𝗼𝗻𝗴: 𝗞𝗮𝘁𝗶𝗱𝗲𝗹𝗮 𝗠𝗼 𝗗𝗶𝗹 𝗥𝗶𝗯𝗮𝗻𝗳𝗶𝘁𝗮
🎤 𝗦𝗶𝗻𝗴𝗲𝗿𝘀: 𝗔𝘀𝗲𝗲𝗺𝗮 𝗣𝗮𝗻𝗱𝗮 & 𝗦 𝗝𝗶𝘁𝘂
𝗗𝗲𝘀𝗰𝗿𝗶𝗽𝘁𝗶𝗼𝗻:
𝗛𝗲𝘆 𝗔𝘂𝗱𝗶𝗲𝗻𝗰𝗲,
𝗪𝗲 ‘’𝟳𝗯𝗲𝗮𝘁𝘀 𝗛𝗲𝗮𝗮𝘃𝗲𝗻’’ 𝗣𝗿𝗲𝘀𝗲𝗻𝘁𝘀 𝘁𝗵𝗲 𝗼𝗳𝗳𝗶𝗰𝗶𝗮𝗹 𝗦𝘁𝘂𝗱𝗶𝗼 𝗩𝗲𝗿𝘀𝗶𝗼𝗻 𝗼𝗳 𝗻𝗲𝘄 𝗢𝗱𝗶𝗮 𝗔𝗹𝗯𝘂𝗺 𝗦𝗼𝗻𝗴 ❤️"𝗞𝗮𝘁𝗶𝗱𝗲𝗹𝗮 𝗠𝗼 𝗗𝗶𝗹 𝗥𝗶𝗯𝗮𝗻𝗳𝗶𝘁𝗮"❤️. 𝗧𝗵𝗶𝘀 𝗦𝗼𝗻𝗴 𝗶𝘀 𝗣𝗿𝗼𝗱𝘂𝗰𝗲𝗱 𝗯𝘆 𝘂𝗻𝗶𝘁𝘆 𝗼𝗳 “𝗞𝗔𝗟𝗜𝗡𝗚𝗔 𝗦𝗨𝗧𝗔 𝗖𝗥𝗘𝗔𝗔𝗧𝗜𝗢𝗡” 𝗦𝘂𝗻𝗴 𝗯𝘆
𝗔𝘀𝗲𝗲𝗺𝗮 𝗣𝗮𝗻𝗱𝗮 &𝗦 𝗷𝗶𝘁𝘂 , 𝗟𝘆𝗿𝗶𝗰𝘀 𝗯𝘆 𝗦 𝗞 𝗦𝗮𝗻𝘁𝗼𝘀𝗵 & 𝘁𝗵𝗲 𝗺𝘂𝘀𝗶𝗰 𝗯𝘆
𝗦 𝗞 𝘀𝗮𝗻𝘁𝗼𝘀𝗵.
𝗜𝘁 𝘀𝗲𝗲𝗺𝘀 𝘆𝗼𝘂'𝗿𝗲 𝗶𝗻𝘁𝗲𝗿𝗲𝘀𝘁𝗲𝗱 𝗶𝗻 𝗹𝗲𝗮𝗿𝗻𝗶𝗻𝗴 𝗺𝗼𝗿𝗲 𝗮𝗯𝗼𝘂𝘁 𝘁𝗵𝗲 𝘀𝗼𝗻𝗴
❤️"𝗞𝗮𝘁𝗶𝗱𝗲𝗹𝗮 𝗠𝗼 𝗗𝗶𝗹 𝗥𝗶𝗯𝗮𝗻𝗳𝗶𝘁𝗮"❤️
𝗦𝗼𝗻𝗴 𝗖𝗿𝗲𝗱𝗶𝘁 ,
𝗦𝗼𝗻𝗴:- 𝗞𝗮𝘁𝗶𝗱𝗲𝗹𝗮 𝗠𝗼 𝗗𝗶𝗹 𝗥𝗶𝗯𝗮𝗻𝗳𝗶𝘁𝗮
𝗦𝗶𝗻𝗴𝗲𝗿:- 𝗔𝘀𝗲𝗲𝗺𝗮 𝗣𝗮𝗻𝗱𝗮 & 𝗦 𝗷𝗶𝘁𝘂
𝗠𝘂𝘀𝗶𝗰:-𝗦 𝗸 𝗦𝗮𝗻𝘁𝗼𝘀𝗵
𝗟𝘆𝗿𝗶𝗰𝘀:- 𝗦 𝗸 𝘀𝗮𝗻𝘁𝗼𝘀𝗵
𝗣𝗿𝗼𝗱𝘂𝗰𝗲𝗿:- 𝗞𝗮𝗹𝗶𝗻𝗴𝗮 𝗦𝘂𝘁𝗮 𝗖𝗿𝗲𝗮𝗮𝘁𝗶𝗼𝗻
𝗥𝗲𝗰𝗼𝗿𝗱 𝗕𝘆:-𝗥𝗼𝗵𝗲𝗲𝘁
𝗠𝗶𝘅 & 𝗠𝗮𝘀𝘁𝗲𝗿:- 𝗦𝗺𝗿𝘂𝘁𝗶 𝗦𝘁𝘂𝗱𝗶𝗼
𝗗𝗢𝗣:- 𝗖𝗵𝗮𝗻𝗱𝗮𝗻
𝗘𝗱𝗶𝘁:- 𝗦 𝗞 𝗗𝗮𝘀
𝗕𝗮𝗻𝗻𝗲𝗿:- 𝗨𝗻𝗶𝘁 𝗢𝗳 𝗞𝗮𝗹𝗶𝗻𝗴𝗮 𝗦𝘂𝘁a 𝗖𝗿𝗲𝗮𝗮𝘁𝗶𝗼𝗻
Association:- SS Creative Films (Susil kumar Barik )
❤️ ଭିଡିଓଟି ଭଲ ଲାଗିଲେ 𝗟𝗶𝗸𝗲, 𝗖𝗼𝗺𝗺𝗲𝗻𝘁, 𝗦𝗵𝗮𝗿𝗲 ଓ 𝗦𝘂𝗯𝘀𝗰𝗿𝗶𝗯𝗲 କରନ୍ତୁ।
🔔 𝗦𝘂𝗯𝘀𝗰𝗿𝗶𝗯𝗲 𝘁𝗼 𝟳𝗕𝗲𝗮𝘁𝘀𝗛𝗲𝗮𝗮𝘃𝗲𝗻 𝗳𝗼𝗿 𝗺𝗼𝗿𝗲 𝗡𝗲𝘄 𝗢𝗱𝗶𝗮 𝗦𝗼𝗻𝗴𝘀, 𝗢𝗱𝗶𝗮 𝗔𝗹𝗯𝘂𝗺 𝗦𝗼𝗻𝗴𝘀, Dj 𝗦𝗼𝗻𝗴𝘀 & 𝗟𝗮𝘁𝗲𝘀𝘁 𝗢𝗱𝗶𝗮 𝗠𝘂𝘀𝗶𝗰 𝗩𝗶𝗱𝗲𝗼𝘀.
🙏 ଆପଣଙ୍କ ଭଲପାଇବା ଓ ସମର୍ଥନ ଆମକୁ ଆହୁରି ଭଲ ଗୀତ ଆଣିବାକୁ ପ୍ରେରଣା ଦେଇଥାଏ। ❤️
©️𝟳𝗕𝗲𝗮𝘁𝘀 𝗛𝗲𝗮𝗮𝘃𝗲𝗻 𝟮𝟬𝟮𝟲
𝗔𝗡𝗧𝗜-𝗣𝗜𝗥𝗔𝗖𝗬 𝗪𝗔𝗥𝗡𝗜𝗡𝗚
𝟳𝗕𝗲𝗮𝘁𝘀 𝗛𝗲𝗮𝗮𝘃𝗲𝗻” 𝗵𝗮𝘃𝗶𝗻𝗴 𝘁𝗵𝗲 𝗰𝗼𝗽𝘆𝗿𝗶𝗴𝗵𝘁 𝗼𝗳 𝘁𝗵𝗶𝘀 𝘀𝗼𝗻𝗴. 𝗔𝗻𝘆 𝘂𝗻𝗮𝘂𝘁𝗵𝗼𝗿𝗶𝘇𝗲𝗱 𝗿𝗲𝗽𝗿𝗼𝗱𝘂𝗰𝘁𝗶𝗼𝗻, 𝗿𝗲𝗱𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗼𝗿 𝗿𝗲-𝘂𝗽𝗹𝗼𝗮𝗱 𝗶𝘀 𝘀𝘁𝗿𝗶𝗰𝘁𝗹𝘆 𝗽𝗿𝗼𝗵𝗶𝗯𝗶𝘁𝗲𝗱 𝗼𝗳 𝘁𝗵𝗶𝘀 𝗺𝗮𝘁𝗲𝗿𝗶𝗮𝗹. 𝗟𝗲𝗴𝗮𝗹 𝗮𝗰𝘁𝗶𝗼𝗻 𝘄𝗶𝗹𝗹 𝗯𝗲 𝘁𝗮𝗸𝗲𝗻 𝗮𝗴𝗮𝗶𝗻𝘀𝘁 𝘁𝗵𝗼𝘀𝗲 𝘄𝗵𝗼 𝘃𝗶𝗼𝗹𝗮𝘁𝗲 𝘁𝗵𝗲 𝗰𝗼𝗽𝘆𝗿𝗶𝗴𝗵𝘁 𝗼𝗳 𝘁𝗵𝗲 𝗳𝗼𝗹𝗹𝗼𝘄𝗶𝗻𝗴 𝗺𝗮𝘁𝗲𝗿𝗶𝗮𝗹 𝗽𝗿𝗲𝘀𝗲𝗻𝘁𝗲𝗱.
@𝟮𝟬𝟮𝟲. 𝗔𝗹𝗹 𝗰𝗼𝗽𝘆𝗿𝗶𝗴𝗵𝘁𝘀 𝗿𝗲𝘀𝗲𝗿𝘃𝗲𝗱 𝘄𝗶𝘁𝗵 ‘’𝟳𝗯𝗲𝗮𝘁𝘀 𝗵𝗲𝗮𝗮𝘃𝗲𝗻’’....
𝗟𝘆𝗿𝗶𝗰𝘀…
କାଟିନେଲା ମୋ ଦିଲ୍ ରିବନ୍ ଫିତା
"""""""""""""""""""""""""""""""""""""'''
𝗠- ଯାଇଥିଲି ମୁଁ ବଜାର
ଅଟକି ଗଲା ନଜର
ଭିଡ଼ରେ ଦେଖି ସୁନ୍ଦରୀଟେ
ଆଖିରେ ମାରି କଜ୍ଜଳ
ଦିଶୁଥିଲା ସେ ଉଜ୍ଜଳ
ନୀତି ଯାଏ ମୋ ଘର ବାଟେ
*𝗖𝗿𝗼𝘀𝘀
ଆଖିରେ ଥିଲା ତାର ତିରିଛି ଚାହାଣୀ
ତା ଦେହର ବାସନା କରିଦେଲା ଗୁଣି
ଅଜବ୍ ଅଜବ୍ ଲାଗେ
ମୋର ଏଇ ଦିଲ୍ ଟା....
𝗛𝗼𝗸𝗲 𝗹𝗶𝗻𝗲
ଗୋରୀ କାଟିଦେଲା ମୋ ଦିଲ୍
ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
𝗙- ଟୋକା କାଟିନେଲା ମୋ ଦିଲ୍
ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
""""""𝟭𝘀𝘁 𝗶𝗻𝘁𝗲𝗿𝗹𝘂𝗱𝗲"""""""""
𝗠-
𝗙𝗮𝗰𝗲𝗯𝗼𝗼𝗸 ରେ ତୋତେ ଦେଖିଥିଲି
𝗜𝗻𝘀𝘁𝗮 ରେ ତୋତେ 𝗳𝗼𝗹𝗹𝗼𝘄 କଲି
ସାମ୍ନା ରେ ଦେଖି ମୋ ଦିଲ୍
ହେଲା *𝘃𝗶𝗿𝗮𝗹*....ହୋ ଓ ଓ
𝗧𝗲𝗻𝘀𝗶𝗼𝗻 ଲାଗେ ତୋର ଭାଇ ପାଇଁ
𝗖𝗵𝗮𝗻𝗰𝗲 ମିଳେନି କଥା ହେବା ପାଇଁ
ତୋ ପ୍ରେମରେ 𝗕𝗮𝗯𝘆 ହେଲି
ମୁ ପୁରା ବେହାଲ୍..
𝗙 -
ମୁହିଁ ସୁନ୍ଦରୀ ଛଟ୍ କି ଗୋରୀ
ଟିକେ ଭଲ ହେଲେ ଟିକେ ନଖରି
ଧରିବା ଏତେ ନୁହେଁ ରେ
ସହଜ...
𝗛𝗶 𝗺𝗼 ଜବାନୀ ଗରମ୍ ଛିଟ୍ କା ପାନି
କେତେ 𝗛𝗮𝗻𝗱𝘀𝗼𝗺𝗲 ମୋ ପାଇଁ 𝗠𝗮𝗹𝗲𝗻𝗶
ହେଲେ ସବୁଠୁ ନିଆରା ତୋ
ପ୍ରେମ ର ଅନ୍ଦାଜ୍...
𝗖𝗿𝗼𝘀𝘀
𝗠-
କାଗଜରେ ମୁଁ ମୋର ନମ୍ୱର୍ ଲେଖିଲି
𝗟𝘂𝗰𝗵𝗶 𝗟𝘂𝗰𝗵𝗶 𝗸𝗮 ବ୍ୟାଗ୍ ରେ 𝗠𝘂 ପକେଇ ମୁ ଦେଲି
ସଞ୍ଜ ରେ ଫୋନ କରି
କୁହେ କାହା ନମ୍ବର୍ ଟା....
𝗛𝗼𝗸𝗲 𝗟𝗶𝗻𝗲
ଗୋରୀ କାଟିଦେଲା ମୋ ଦିଲ୍ ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
𝗙- ଟୋକା କାଟିନେଲା ମୋ ଦିଲ୍
ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
----𝟮𝗻𝗱 𝗜𝗻𝘁𝗲𝗿𝗹𝘂𝗱𝗲 -----
𝗠-
ଫୋନ୍ ଉଠେଇ ମୁ କହିଲି
ବଜାରରେ ତୁମକୁ ଦେଖିଥିଲି
ନମ୍ବର୍ ମୋର ଦେଉ ଦେଉ ଦେଇଦେଲି...
ହୋ...
ଭାବିଲି ମନେ ରାଗିଯିବ
ରାଗିକି ମୋତେ ସେ କହିବ
ଭାଇ କୁ ତୁମ ନମ୍ବର୍ ମୁଁ
ଦେଇଦେଲି....
𝗙 -
ଘର ବାଟେ ତୋର ଯେବେ ଯାଏ
ତୋ ଇଶାରା କୁ ମୁ ଖୋଜୁଥାଏ
𝗖𝗮𝗽𝘁𝘂𝗿𝗲 କଲା ତୋ ପ୍ରେମ 𝗣𝗮𝗴𝗮𝗹𝗮𝗺𝗶
ହୋ ଓ…
ମୋ ମନ କଥା ଆଜି ବୁଝି
ମୋ ପଛରେ ପଡ଼ିଗଲୁ ଆଜି
ତୋ ପାଇଁ ମୁଁ ହେଲି ରେ
ଦିୱାନୀ.....
𝗖𝗿𝗼𝘀𝘀
ଅମୁଲ୍ ବଟର୍ ତୋ ଚେହେରା, ନାଘା ତୋ ସ୍ମାଇଲ୍,
ଆଖି ଆଖିରେ ରେ ଟୋକାଙ୍କୁ, ମାରୁ ଟ୍ରେଛା ମିସାଇଲ୍।
𝟮𝟰 𝗖𝗮𝗿𝗮𝘁 𝗚𝗼𝗹𝗱 ତୁମେ, ଖାଣ୍ଟି ସୁନାଟା,
ତୁମର ରୂପରେ ଝଲସି ଯାଏ, ମୋ ମନର ଦୁନିଆଟା।
𝗠
ଗୋରୀ କାଟିଦେଲା ମୋ ଦିଲ୍
ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
𝗙- ଟୋକା କାଟିନେଲା ମୋ ଦିଲ୍
ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
ରିବନ୍ ଫିତା ରିବନ୍ ଫିତା
-------------𝗘𝗡𝗗------------------
#KatidelaMoDilRibanfita #କାଟିଦେଲାମୋଦିଲ୍ରିବନଫିତା #aseemapanda #sjitu #newodiasong #odiaalbumsong #odiaromanticsong #newodiasong #odiasong2026 #odiamusic #newodiaalbum #7beatsheaaven #odiadjsong #newdjsong #ribanfita #viralreels #viral #viralsong #ribanfitadj #katidelamoribanfita #aseemapandasongs #aseemapandanewsong