ମନ୍ତ୍ରୀ କହିଲେ କେମିତି ହେବ ନିର୍ବାଚନ |Odisha Student Union Elections Announced |Suraj Suryavanshi
News18 Odia
0:00 / 0:00
ମନ୍ତ୍ରୀ କହିଲେ କେମିତି ହେବ ନିର୍ବାଚନ |Odisha Student Union Elections Announced |Suraj Suryavanshi
5 175 просмотров · 11 ч назад
News18 Odia
6,24 млн подписчиков
5 175 просмотров · 11 ч назад
ମନ୍ତ୍ରୀ କହିଲେ କେମିତି ହେବ ନିର୍ବାଚନ |Odisha Student Union Elections Announced |Suraj Suryavanshi
Odisha Student Union Elections Announced | Polls on October 15, Oath on October 16 | Student Election 2026
ଛାତ୍ର ସଂସଦ ନିର୍ବାଚନ ନେଇ ବଡ଼ ଘୋଷଣା...ଅକ୍ଟୋବର ୧୫ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ...୧୬ରେ ଶପଥ ଗ୍ରହଣ ସମାରୋହ...୭ ତାରିଖରେ ବିଜ୍ଞପ୍ତି, ୯ରେ ନାମାଙ୍କନ....ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ...ଦୀର୍ଘ ଦିନ ହେବ କ୍ୟାମ୍ପସରେ ବନ୍ଦ ଥିଲା ନିର୍ବାଚନ...‘୨୦୧୭ରୁ ନିର୍ବାଚନ ବନ୍ଦ ଥିଲା’ ‘୨୦୨୫ରେ କ୍ୟାମ୍ପସ ସମସ୍ୟା ଦୂର କରିଥିଲୁ’ ‘୨୦୨୬ରେ ନିର୍ବାଚନ କରିବାକୁ ଯାଉଛୁ’ ...‘ସମସ୍ତ କଲେଜରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହେବ’ ...‘୧୦ ଦିନ ଭିତରେ ନିର୍ବାଚନ ସାରିବାକୁ ନିଷ୍ପତ୍ତି ନେଇଛୁ’
‘ନିୟମ ଭଙ୍ଗ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ’
Odisha has announced the schedule for the long-awaited Student Union Elections 2026. Higher Education Minister Suryabanshi Suraj announced that student elections will be held on October 15, followed by the oath-taking ceremony on October 16.
According to the announced schedule, the election notification will be issued on October 7, while nominations will be filed on October 9. Student elections had remained suspended on campuses for several years, with the government stating that the process was discontinued from 2017.
The government has said that elections will be conducted peacefully across colleges, with the entire process to be completed within 10 days. Strict action will be taken against anyone violating the rules.
News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
--
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_ST