Перейти к содержимому

ମେଡିକାଲରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର || SANCHAR LIVE

Sanchar Live

0:00 / 0:00

ମେଡିକାଲରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର || SANCHAR LIVE

112 просмотров · 11 часов назад
Sanchar Live
135 тыс. подписчиков
112 просмотров · 11 часов назад
ଉଦଳା ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ। ରୋଗୀ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ଆମ୍ବୁଲାନ୍ସରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ। ରୋଗୀ ମୃତ। ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ ନାମକ ରୋଗୀ ଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲ କୁ ନେବା ନିମନ୍ତେ ଏକ ଘରୋଇ ଆମ୍ବୁଲାନ୍ସ ଆସିଥିଲା। ଆମ୍ବୁଲାନ୍ସ ଭିତରେ ରୋଗୀ କୁ ଭର୍ତ୍ତି କରି ଅକ୍ସିଜେନ ଲଗାଇବା ସମୟରେ ଅଚାନକ ଅକ୍ସିଜେନ ସିଲିଣ୍ଡରରୁ ନିଆଁ ଲାଗିଥିଲା। ଯାହା ପରେ ବ୍ଲାଷ୍ଟ ହୋଇଥିଲା ଅକ୍ସିଜେନ ଟାଙ୍କି। ସ୍ଥାନୀୟ ଲୋକେ ରୋଗୀ ଙ୍କୁ ଆମ୍ବୁଲାନ୍ସ ରୁ ବାହାର କରି ନେଇଥିଲେ ସୁଦ୍ଧା ନିଆଁ ରେ ରୋଗୀ ଜଣଙ୍କ ମଧ୍ୟ ଅଳ୍ପ ଜଳି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ଆମ୍ବୁଲାନ୍ସ ଜଳିବା ସମୟରେ ଭୟଙ୍କର ବ୍ଲାଷ୍ଟ ହୋଇଥିଲା, ଏପରିକି ଆମ୍ବୁଲାନ୍ସର ଛପର ଉଡି ଅନ୍ୟ ରୋଗୀ ଙ୍କ ଉପରେ ପଡିଥିଲା ଯାହା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିଛି || Sanchar Live || #udalahospital #ambulance #oxygen #cylinderblast #Sancharlive #Odisha SANCHAR LIVE is Odisha's leading Odia News Channel and current affairs digital channel . Odisha's largest media house that also publishes daily regional , National And international News . Copyright Disclaimer Under Section 107 of the Copyright Act 1976, allowance is made for "fair use" for purpose such as criticism, comment, news reporting, teaching, scholarship, and research. Fair use as a use permitted by copyright statute that might otherwise be infringing.#sanchar #sancharnews #sancharlive sancharlive facebook -  / sancharlive   instagram -   / sancharodisha   twiter - https://x.com/sancharodisha