Перейти к содержимому

Lights Out at Barabati Iଲିଭିଗଲା ଲାଇଟ୍ ବଦନାମ ହେଲା ଓଡିଶା: ଅଧାରେ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ

Odisha Sports

0:00 / 0:00

Lights Out at Barabati Iଲିଭିଗଲା ଲାଇଟ୍ ବଦନାମ ହେଲା ଓଡିଶା: ଅଧାରେ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ

1 058 просмотров · 1 г. назад
Odisha Sports
3,66 тыс. подписчиков
1 058 просмотров · 1 г. назад
OCA I Lights Out at Barabati Match II ଲିଭିଗଲା ଲାଇଟ୍, ବଦନାମ ହେଲା ଓଡିଶା: ଅଧାରେ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ ରବିବାର ବଡ଼ ବିଭ୍ରାଟ ଦେଖାଯାଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିବାରାତ୍ର ମ୍ୟାଚ୍ ବେଳେ କିଛି ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ଫଳରେ ଅଧାବାଟରେ ମ୍ୟାଚ୍ ଅଟକିଥିଲା। ମ୍ୟାଚ୍ ଅଟିକିବା ପରେ ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ। ଷ୍ଟାଡିୟମରେ ପ୍ରାୟ ୫୦୦୦୦ ଦର୍ଶକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। #odisha #barabati #barabatimatch #lightsout #LightsOutbarabati #indvseng #rohitsharma #hitman