ଧାନ କ୍ରୟରେ ଟୋକନ ସମସ୍ୟା : ବରଗଡ଼ ରେ ଚାଷୀଙ୍କ ଧାରଣା, ଶିଘ୍ର ସମାଧାନ ପ୍ରତିଶୃତି
Ganashakti Tv
0:00 / 0:00
ଧାନ କ୍ରୟରେ ଟୋକନ ସମସ୍ୟା : ବରଗଡ଼ ରେ ଚାଷୀଙ୍କ ଧାରଣା, ଶିଘ୍ର ସମାଧାନ ପ୍ରତିଶୃତି
5 221 просмотр · 3 мес. назад
Ganashakti Tv
4,89 тыс. подписчиков
5 221 просмотр · 3 мес. назад
ଧାନ କ୍ରୟରେ ଟୋକନ ସମସ୍ୟା : ବରଗଡ଼ ରେ ଚାଷୀଙ୍କ ଧାରଣା, ଶିଘ୍ର ସମାଧାନ ପ୍ରତିଶୃତି
Farmers Protest Over Paddy Procurement Token Issues in Bargarh, Administration Assures Resolution
ବରଗଡ଼ ଜିଲ୍ଲାରେ ରବି ଧାନ କ୍ରୟକୁ ନେଇ ଚାଷୀଙ୍କ ଅସନ୍ତୋଷ ବଢ଼ିଛି। ଟୋକନ ବ୍ଲକ ହେବା ଏବଂ କମ୍ ପରିମାଣର ଟୋକନ ମିଳିବା ଯୋଗୁଁ ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରି ନାହାନ୍ତି। ଏହାର ପ୍ରତିବାଦରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଶତାଧିକ ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଚାଷୀଙ୍କ ଦାବି ଶୁଣି ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Farmers in Bargarh district staged a protest in front of the Collector's office over issues related to Rabi paddy procurement. Many farmers have been unable to sell their produce due to blocked tokens and reduced procurement quantities. Hundreds of farmers under the banner of the Joint Farmers' Organization demanded immediate intervention. Additional District Magistrate Madhuchhanda Sahu received the memorandum and assured that the matter would be discussed with the district administration for an early resolution.