Перейти к содержимому

ଯୁଦ୍ଧ ଓ ଦୁର୍ଭିକ୍ଷ: ବିଶ୍ୱ ଯୁଦ୍ଧ ପରେ ଆସୁଛି ବଡ଼ ଦୁର୍ଭିକ୍ଷ? | War & Famine Prediction 2026

Pulin Panda (KALKI LEELA)

0:00 / 0:00

ଯୁଦ୍ଧ ଓ ଦୁର୍ଭିକ୍ଷ: ବିଶ୍ୱ ଯୁଦ୍ଧ ପରେ ଆସୁଛି ବଡ଼ ଦୁର୍ଭିକ୍ଷ? | War & Famine Prediction 2026

9 896 просмотров · 19 часов назад
Pulin Panda (KALKI LEELA)
6,55 тыс. подписчиков
9 896 просмотров · 19 часов назад
ଯୁଦ୍ଧ କେବଳ ସୀମାରେ ଶେଷ ହୁଏ ନାହିଁ, ଏହା ନେଇଆସେ ମହା ଦୁର୍ଭିକ୍ଷ ଓ ଭୋକର କରାଳ ଛାୟା। ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିବା ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଯୁଦ୍ଧ ପରିସ୍ଥିତି, ଆଞ୍ଚଳିକ ଅସ୍ଥିରତା, ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବରେ କିପରି ସାଧାରଣ ଲୋକ ଦୁର୍ଭିକ୍ଷ, ଖାଦ୍ୟ ସଙ୍କଟ ଓ ଗରିବୀ ଆଡ଼କୁ ଗତି କରୁଛନ୍ତି। 📌 ଏହି ଭିଡିଓରେ ଆପଣ ଜାଣିବାକୁ ପାଇବେ: ଯୁଦ୍ଧ ଏବଂ ଦୁର୍ଭିକ୍ଷ ମଧ୍ୟରେ ଥିବା ଗଭୀର ସମ୍ପର୍କ ବିଶ୍ୱ ଅର୍ଥନୀତି, ଖାଦ୍ୟ ଯୋଗାଣ ଏବଂ କୃଷି ଉପରେ ଯୁଦ୍ଧର ପ୍ରଭାବ ଜଳବାୟୁ ପରିବର୍ତ୍ତନ, ଦୁର୍ଭିକ୍ଷ ଓ ଭାରତ / ଓଡ଼ିଶା ଉପରେ ଏହାର ଭବିଷ୍ୟତ ପ୍ରଭାବ ମାନବସେବା ଏବଂ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା #ଯୁଦ୍ଧଓଦୁର୍ଭିକ୍ଷ #WarAndFamine #OdiaNews #GlobalCrisis #WorldWar3 #FoodCrisis #HumanitarianCrisis #OdiaAnalysis #GeopoliticsOdia #CurrentAffairs #OdiaInspiration #KALKI_LEELA #Pulin_Panda #malika_bachana #kalki_avatar