Перейти к содержимому

ଭୁବନେଶ୍ବରରେ ଘର କିଣି ହେବନି ? Bhubaneswar Property Prices Surge 63% | House Prices Rise Sharply

News18 Odia

0:00 / 0:00

ଭୁବନେଶ୍ବରରେ ଘର କିଣି ହେବନି ? Bhubaneswar Property Prices Surge 63% | House Prices Rise Sharply

2 205 просмотров · 1 день назад
News18 Odia
6,18 млн подписчиков
2 205 просмотров · 1 день назад
Bhubaneswar Property Prices Surge 63% | House Prices Rise Sharply Since 2021 | Real Estate News Bhubaneswar Real Estate News: Property prices in Bhubaneswar have witnessed a sharp rise between 2021 and 2025, with residential prices reportedly increasing by around 63% during the period. The city’s growing demand for homes, office spaces, rental properties and retail spaces is contributing to the expansion of its real estate market. Employment opportunities, improved connectivity, infrastructure development, population growth and urbanisation are among the factors supporting housing demand. According to the figures provided for this report, residential property prices in Bhubaneswar are currently in the range of approximately ₹6,550 to ₹8,550 per square foot. ଭୁବନେଶ୍ବରରେ ଘର , ସବୁଠୁ ଅଧିକ ଦର ...୨୦୨୧ରୁ ୨୦୨୫ ମଧ୍ୟରେ ଦେଶର ୧୧ଟି ସହରରେ ରିଅଲ ଇଷ୍ଟେଟ୍‌ ଦରରେ ବଡ଼ ବୃଦ୍ଧି...ଏହି ସମୟରେ ଭୁବନେଶ୍ବରରେ ଘରର ବର୍ଗଫୁଟ୍‌ ପିଛା ଦର ପ୍ରାୟ ୬୩% ବଢ଼ିଛି...ଭୁବନେଶ୍ବରରେ କାର୍ଯ୍ୟାଳୟ, ଭଡ଼ା ଘର ଓ ରିଟେଲ୍‌ ସ୍ପେସ୍‌ର ଚାହିଦା ବଢ଼ୁଛି...ଚାକିରି, ଯାତାୟାତ ଓ ଭିତ୍ତିଭୂମି ବିକାଶ ଯୋଗୁଁ ରିଅଲ ଇଷ୍ଟେଟ୍‌ ବଜାରକୁ ଗତି ମିଳିଛି...ଜନସଂଖ୍ୟା ବୃଦ୍ଧି ଓ ନୂଆ ସହରୀକରଣ ମଧ୍ୟ ରିଏଲ ଇଷ୍ଟେଟର ଚାହିଦା ବଢ଼ାଇଛି...ଭୁବନେଶ୍ବରରେ ଘର ବର୍ଗଫୁଟ୍‌ ପିଛା ୬,୫୫୦ ଟଙ୍କାରୁ ୮,୫୫୦ ଟଙ୍କା ପର୍ଯ୍ୟନ୍ତ ରହିଛି... #BhubaneswarProperty #BhubaneswarRealEstate #BhubaneswarHousePrice #PropertyPrice #RealEstateNews #RealEstateIndia #OdishaRealEstate #BhubaneswarNews #PropertyNews #HousingMarket #PropertyInvestment #OdishaNews #News18Odia #OdiaNews News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place. From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs. Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond. -- ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ। ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ। ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ। Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_KU