Перейти к содержимому

ଭାରି ହସୁଥିଲେ, ଏବେ ଜେଲରେ ଚକି ପେଶିବେ .. | Odisha Reporter

Odisha Reporter

0:00 / 0:00

ଭାରି ହସୁଥିଲେ, ଏବେ ଜେଲରେ ଚକି ପେଶିବେ .. | Odisha Reporter

57 201 просмотр · 16 ч назад
Odisha Reporter
2,99 млн подписчиков
57 201 просмотр · 16 ч назад
ଭାରି ହସୁଥିଲେ, ଏବେ ଜେଲରେ ଚକି ପେଶିବେ .. | Odisha Reporter ଗିରଫ ହେଲେ ସୁଧାଂଶୁ ରାଉତ। ହାତରେ ପଡ଼ିଲା ହାତକଡ଼ି, ଏବେ ଝାରପଡ଼ା ଜେଲ୍‌ରେ ସୁଧାଂଶୁଙ୍କ ନୂଆ ଠିକଣା! ଲୋକଙ୍କୁ ମାଡ଼ ମାରିବା, ବ୍ଲାକମେଲ୍ କରିବା, ବଟି ମାଗିବା ଏବଂ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ସଂଗୀନ ଅଭିଯୋଗ ଲାଗିଛି ତାଙ୍କ ବିରୋଧରେ। ଏନେଇ ମିଲନ୍ ବିଶ୍ୱାଳ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ସୁଧାଂଶୁଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। କ’ଣ ରହିଛି ପୂରା ଘଟଣା? ଜାଣନ୍ତୁ ଏହି ରିପୋର୍ଟରେ, କେବଳ Odisha Reporterରେ। #OdishaReporter #OdishaNews #SudhanshuRout #Arrested #JharpadaJail #KhandagiriPolice #CrimeNews #ଓଡ଼ିଶାଖବର #ସୁଧାଂଶୁରାଉତ #ଗିରଫ #ଝାରପଡ଼ାଜେଲ #ବଟିଆଦାୟଅଭିଯୋଗ #ବ୍ଲାକମେଲ୍ #ଖଣ୍ଡଗିରିଥାନା Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter