Перейти к содержимому

ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ || Panchayat Samiti College

Reporters Today

0:00 / 0:00

ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ || Panchayat Samiti College

349 просмотров · 4 часа назад
Reporters Today
501 тыс. подписчиков
349 просмотров · 4 часа назад
ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ || Odapada Panchayat Samiti College #DhenkanalNews #Hindol #Odapada #StudentUnionElection #ABVP #BJP #BJD #Congress #CollegeElectionControversy #ElectionCancelled #StudentProtest #ABVPProtest #PanchayatSamitiCollege #SineDie #reporterstoday ଜିଲ୍ଲା।ଢେଙ୍କାନାଳ ଜିଲ୍ଲାରେ ୧୦ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାବେଳେ ସେଥମଧ୍ୟରୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଦୁଇଟି କଲେଜ ରେ ନିର୍ବାଚନ ହେବାର ଥିଲା। ଗୋଟିଏ ହିନ୍ଦୋଳ ମହାବିଦ୍ୟାଳୟ ଖଜୁରିଆକଟା ଅନ୍ୟଟି ପଞ୍ଚାୟତ ସମିତି ମହାବିଦ୍ୟାଳୟ ଓଡ଼ାପଡ଼ା।ନିର୍ବାଚନ ପୂର୍ବରୁ ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଏବିଭିପି ର ସଭାପତି ପ୍ରାର୍ଥୀଙ୍କୁ ଅପହରଣ ହୋଇଥିବା ଅଭିଯୋଗ ପରେ କଲେଜ ରାଜନୀତି ସରଗରମ ହୋଇଥିଲା। Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism. 🔺🔺🔺 Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society. 🔺🔺🔺 “ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ। 🔺🔺🔺 👇SUBSCRIBE NOW !!! 👇 🔥🔥🔥 https://bit.ly/3PVNxLH 🔥🔥🔥 🔴Visit Our Website: https://odianews.reporterstoday.com/ 🔴Read our daily newspaper "Mahabharata”:- https://mahabharataepaper.com/ 🔴YouTube:    / reporterstoday   🔴Facebook:   / reporterstodayofficial   🔴Twitter:   / reporterstodays   🔴Instagram:   / reporters_today   🔺🔺🔺