ସାଲିଆସାହି ପାଇଖାନା ଘରେ ସିକ୍ରେଟ୍ ଚାମ୍ବର l Illegal Liquor Unit Busted At Salia Sahi In Bhubaneswar
Pratidin TV
0:00 / 0:00
ସାଲିଆସାହି ପାଇଖାନା ଘରେ ସିକ୍ରେଟ୍ ଚାମ୍ବର l Illegal Liquor Unit Busted At Salia Sahi In Bhubaneswar
2 071 просмотр · 13 часов назад
Pratidin TV
1,77 млн подписчиков
2 071 просмотр · 13 часов назад
ସାଲିଆସାହି ପାଇଖାନା ଘରେ ସିକ୍ରେଟ୍ ଚାମ୍ବର, ରନ୍ଧା ଚାଲିଥିଲା ଦେଶୀ ମଦ l ବାହାରେ ପାଇଖାନା ଭିତରେ ଦେଶୀ ମଦ ଭାଟି। ଏମିତି ଏକ ଅଭିନବ ଉପାୟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ମଦ ଭାଟି କୁ ଠାବ କରିଛି ଅବକାରୀ ବିଭାଗ । ସୂଚନା ଅନୁଯାୟୀ ସାଲିଆ ସାହି ଅଞ୍ଚଳ ରେ କିଛି ଦିନ ହେବ ଏହି ପରିବାର ର ସଦସ୍ୟ ମାନେ ଦେଶୀ ମଦ ପ୍ରସ୍ତୁତ କରିଥିବା ସୂଚନା ମିଳିଥିଲା। ପାର୍ବଣ ପାଇଁ ଅଧିକ ମାତ୍ରା ରେ ମଦ ପ୍ରସ୍ତୁତ କରୁଥିବା ସମୟରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ।ଚଢ଼ାଉ ର ସୂଚନା ପାଇ ପରିବାର ର ସମସ୍ତ ସଦସ୍ୟ ଫେରାର ହୋଇଯାଇଥିଲେ। ଚଢ଼ାଉ କରି 2 ହଜାର ଲିଟର ରୁ ଉର୍ଦ୍ଧ ଦେଶୀ ମଦ ଜବତ କରାଯାଇଛି । Excise Department Busts Illegal Liquor Unit At Salia Sahi In Bhubaneswar
#Bhubaneswar
#SaliaSahi
#ExciseRaid
#IllegalLiquor
#OdishaNews
#CountryLiquor
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha