ହେ ଜଗନ୍ନାଥ #jay #jagannath #jagannathbhajan #jagannathtemple
Majestic Canary Studio
0:00 / 0:00
ହେ ଜଗନ୍ନାଥ #jay #jagannath #jagannathbhajan #jagannathtemple
38 079 просмотров · 1 г. назад
Majestic Canary Studio
492 подписчика
38 079 просмотров · 1 г. назад
ହେ ଜଗନ୍ନାଥ | #jagannathbhajan #jagannath
ମୋ ଓଡ଼ିଆ ବସି ଙ୍କ ଜନକ ଜଗନ୍ନାଥ
🎤Lyrics and composition : Ak Mishra
💻 Editor: Abhijit Moharana
This is an original song created using AI music tools. Lyrics are written by us, and the melody is generated with the help of AI.
This track is purely for creative and entertainment purposes.
⚠️ Disclaimer: This song does not copy or use any copyrighted material.
All rights belong to us the original creator of this content.
chorus (intro)
ହେ ଜଗନ୍ନାଥ ହେ ଜଗନ୍ନାଥ,
ତୋ ଦୟା ରେ ଚାଲେ ଏ ଜଗତ।
ହେ ଜଗନ୍ନାଥ ହେ ଜଗନ୍ନାଥ,
ତୋ ବଡ ଦାଣ୍ଡେ ମୁଣ୍ଡ ନୁଆଁନ୍ତି ସବୁ ଭକତ।
Verse 1
ତୋ ଚକା ଡୋଳା ଦାରୁ ର ଶରୀର ,
ଦେଖିବାକୁ ମନ ହୁଏ ମୋର।
ତୋ କଳା ଚେହେରା ହସ ହସ ମୁହଁ ,
ଦେଖିକି ଝରିଯାଏ ଖୁସିର ଲୁହ।
chrous
ହେ ଜଗନ୍ନାଥ ହେ ଜଗନ୍ନାଥ
ତୋ ଦୟା ରେ ଚାଲେ ଏ ଜଗତ
Verse 2
ତୋ ହାଣ୍ଡି ଶାଳର ଅବଢା ଖାଇକି,
ଭରିଯାଏ ଏ ପେଟ ମୋର।
ତୋ ବାଇଶି ପାହାଚେ ଗଡିଯାଇକି,
କଟି ଯାଏ ସବୁ ପାପ ମୋର।
chorus
ହେ ଜଗନ୍ନାଥ ହେ ଜଗନ୍ନାଥ
ତୋ ଦୟା ରେ ଚାଲେ ଏ ଜଗତ।
Verse 3
ତୋ ଭକତକୁ ଥରେ ନ ଦେଖିଲେ,
ଗଡେ ନାହିଁ ତୋର ନନ୍ଦିଘୋଷ।
ତୋ ରଥ ଦୋଉଡି ଥରେ ଟାଣି ଦେଲେ,
ହେଇ ଯାଏ ସବୁ ଚିନ୍ତା ର ନାସ।
chorus
ହେ ଜଗନ୍ନାଥ ହେ ଜଗନ୍ନାଥ
ତୋ ଦୟା ରେ ଚାଲେ ଏ ଜଗତ।
Verse 4
ତୋ ଅଧର ପଣା ପାଇବା ପାଇଁ,
ଅପେକ୍ଷା ରେ ଭୂତ ପ୍ରେତ ଗଣ।
ତୋ ସୁନା ବେଶ ଦେଖିବା ପାଇଁ,
ଚାଲି ଆସନ୍ତି ଦେବ ଗଣ।
chorus
ହେ ଜଗନ୍ନାଥ ହେ ଜଗନ୍ନାଥ,
ତୋ ଦୟା ରେ ଚାଲେ ଏ ଜଗତ।
Verse 5
ତୋ ମେଘନାଦ ପାଚେରୀ କୁ ଡେଇଁ,
ଆସେନି ଶବଦ ସାଗର ର।
ତୋ ସିଂହଦ୍ଵାର ରେ ପାଦ ଦେଲେ
ହଜିଯିବ ସବୁ ଦୁଃଖ ମୋର
chorus (outro)
ହେ ଜଗନ୍ନାଥ ହେ ଜଗନ୍ନାଥ,
ତୋ ଦୟା ରେ ଚାଲେ ଏ ଜଗତ।
ହେ ଜଗନ୍ନାଥ ହେ ଜଗନ୍ନାଥ,
ତୋ ବଡ ଦାଣ୍ଡେ ମୁଣ୍ଡ ନୁଆଁନ୍ତି ସବୁ
creadit - Ride Riders ,Manish Solanki vlogs
,Sree jagannath temple adminstration and The urban guide
#Majestic Canary Studio
#majesticcanarystudio
#he jaga
#hey jaga
#hey jaga song
#he jagannatha
#hey jagannath swami
#odia song
#odia bhajan
#new odia bhajan
#new odia bhajan jagannath
#new odia bhajan dj
#sourav bharadwaj odia song
#sourav bharadwaj newsong
#rath yatra song
#rath yatra bhajan
#jagannath bhajan
#jagannatha song
#rathajatra live
#he jagannath odia song
Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE