ମନ୍ଦିରରୁ ୫ ଲକ୍ଷରୁ ଅଧିକ ଚୋରି! ଲୁଟିନେଲେ ମୂର୍ତ୍ତି ଓ ଗହଣା | Odisha Reporter
Odisha Reporter
0:00 / 0:00
ମନ୍ଦିରରୁ ୫ ଲକ୍ଷରୁ ଅଧିକ ଚୋରି! ଲୁଟିନେଲେ ମୂର୍ତ୍ତି ଓ ଗହଣା | Odisha Reporter
163 просмотра · 6 часов назад
Odisha Reporter
2,98 млн подписчиков
163 просмотра · 6 часов назад
ମନ୍ଦିରରୁ ମୂଲ୍ୟବାନ ପିତ୍ତଳ ମୂର୍ତ୍ତି ଓ ରୂପା ଗହଣା ଚୋରି। ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗାଁରେ ଥିବା ଜଗନ୍ନାଥ ମନ୍ଦିରରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରାଧାକୃଷ୍ଣ ମୂର୍ତ୍ତି, ଲକ୍ଷ୍ମୀ ନାରାୟଣ ମୂର୍ତ୍ତି, ରୂପା ମୁକୁଟ, ଖଟୁଲି ଓ ଠାକୁରଙ୍କ ଅନ୍ୟାନ୍ୟ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି ।
#templetheft #Paradip #Nimidhi #JagannathTemple #OdishaNews #TempleRobbery #IdolTheft #SilverOrnaments
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter