ଲକ୍ଷେ ଟଙ୍କିଆ ଚିକିତ୍ସା | ଫିସ୍ ୧ଟଙ୍କା | Burla Doctor’s One-Rupee Service | Dr Shankar Ramchandani
News18 Odia
0:00 / 0:00
ଲକ୍ଷେ ଟଙ୍କିଆ ଚିକିତ୍ସା | ଫିସ୍ ୧ଟଙ୍କା | Burla Doctor’s One-Rupee Service | Dr Shankar Ramchandani
19 829 просмотров · 10 часов назад
News18 Odia
6,17 млн подписчиков
19 829 просмотров · 10 часов назад
ଲକ୍ଷେ ଟଙ୍କିଆ ଚିକିତ୍ସା | ଫିସ୍ ୧ଟଙ୍କା | Burla Doctor’s One-Rupee Service | Dr Shankar Ramchandani
ପୁଣି ଥରେ ଚର୍ଚ୍ଚାରେ ବୁର୍ଲା ମେଡିକାଲ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ । ସମୟ ମିଳିଲେ ଅପହଞ୍ଚ ଇଲାକାର ବଣପାହାଡ଼କୁ ଚାଲିଚାଲି ଯାଇ ଲୋକଙ୍କୁ ମାଗଣା ଚିକିତ୍ସା କରୁଥିବା ଡାକ୍ତର ରାମଚନ୍ଦାନୀ ଏବେ ଏକ ଟଙ୍କାରେ ଶ୍ବାସ ରୋଗୀଙ୍କୁ ବାଇପାପ ଭେଣ୍ଟିଲେଟର ମେସିନ ସେବା ଆରମ୍ଭ କରିଛନ୍ତି । ଯାହା ସମଗ୍ର ଦେଶରେ ବିରଳ । ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଟଙ୍କାରେ ଘରୋଇ କରଣ ଭାବେ ରୋଗୀଙ୍କୁ ବାଇପାପ ଭେଣ୍ଟିଲେଟର ମେସିନ ସେବା ଯୋଗାଇବା ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି
Dr Shankar Ramchandani, assistant professor at VIMSAR, Burla, is once again in the spotlight for his unique healthcare initiative. Known for providing affordable treatment to poor and underprivileged patients, the doctor has now started a BiPAP ventilator service for respiratory patients at just one rupee.
The initiative aims to help patients who cannot afford expensive respiratory support. Dr Ramchandani has previously gained recognition for his One-Rupee Clinic, which was launched in Burla to provide medical consultation to people in need.
#ShankarRamchandani #VIMSAR #Burla #OneRupeeClinic #OneRupeeService #BiPAP #VentilatorService #OdishaNews #Sambalpur #Healthcare #AffordableHealthcare #InspiringStory #OdishaBreakingNews #News18Odia
Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Follow Every Breaking Story LIVE 🔴
Watch News18 LIVE 24x7: https://youtube.com/live/P03Ozb37nxI
ID_OD_KU